ଦେଖନ୍ତୁ ଓଲିଉଡ ର କଲକାର ମାନେ କିଭଳି ଭାବେ ପ୍ରଥମାଷ୍ଟମୀ ପାଳନ କରିଛନ୍ତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ର କଲକାର ମାନଙ୍କ ବିଷୟ ରେ ଏବଂ ସେମାନେ କିଭଳି ପ୍ରଥମାଷ୍ଟମୀ ପାଳନ କଲେ ଏବଂ ତାଙ୍କର ଫ୍ୟାନ ମାନଙ୍କୁ କି ବାର୍ତା ସବୁ ଦେଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

 

 ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଓଲିଉଡ ର କଲକାର ମାନେ ମଧ୍ୟ ପ୍ରଥମାଷ୍ଟମୀ ପାଳନ କରିଛନ୍ତି । ଯେଉଁଥିରେ ସେମାନେ ବହୁତ କିଛି ଖେଳ କୁଦ କରିବା ସହ ବିଭିନ୍ନ ମନୋରଞ୍ଜନ ଭିତିକ କାର୍ଯ୍ୟ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସୁପରଷ୍ଟାର କିଭଳି ନିଜର ପ୍ରଥମାଷ୍ଟମୀ ପାଳନ କଲେ। 

 

ସ୍ୱରାଜ- ଓଲିଉଡ ର ବର୍ତ୍ତମାନ ର ସବୁଠାରୁ କମ ବୟସ ହିରୋ ମାନଙ୍କ ମଧ୍ୟରେ ସ୍ୱରାଜ ସର୍ବପ୍ରଥମେ । ତେବେ ସେ ଘର ର ବଡ଼ ପୁଅ ହୋଇଥିବାରୁ ସେ ଘରେ ହୋଇଥିବା ପିଠା ଯେପରିକି ଏଣ୍ଡୁରି ମିଠା ଆଦି ଖାଇବା ସହ ବନ୍ଧୁ ଘରକୁ ବୁଲିବାକୁ ଯାଇଥିଲେ ।

 

ଏଲିନା- ଏଲିନା କୁ ଓଲିଉଡ ଇଣ୍ଡଷ୍ଟ୍ରି ରେ କିଏ ବା ନଜାଣେ । ତାଙ୍କ ନାମ ସବୁ ଆଡେ ଚର୍ଚ୍ଚିତ । ସେ ଘର ର ବଡ଼ ଝିଅ ହୋଇଥିବାରୁ ମାମୁଁଘରୁ ଆସିଥିବା ନୂଆ ଡ୍ରେସ ପିନ୍ଧିବା ସହ ପିଠା ପଣା ଖାଇ ନିଜର ପ୍ରଥମାଷ୍ଟମୀ କୁ ଉପଭୋଗ କରିଥିଲେ । 

 

ବାବୁସାନ- ଘର ର ବଡ ପୁଅ ହୋଇଥିବାରୁ ସେ ମଧ୍ୟ ପ୍ରଥମାଷ୍ଟମୀ ନିଜ ଶଶୁର ଘରେ ଯାଇ ପାଳନ କରିଥିଲେ । ଏବଂ ସେ ମଧ୍ୟ ପ୍ରଥମାଷ୍ଟମୀ ସମସ୍ତ ଙ୍କ ଜୀବନ ରେ ଖୁସି ଭରି ଦେଉ । ସେ ନେଇ ଭଗବାନ ଙ୍କ ପାଖରେ ପ୍ରାଥନା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *