ଦେଖନ୍ତୁ ଓଲିଉଡ ର ଦୁଇ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବାବୁସାନ ମହାନ୍ତି ଧୂଆଁଧାର କ୍ରିକେଟ ଖେଳ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ର ଦୁଇ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବାବୁସାନ ମହାନ୍ତି ଧୂଆଁଧାର କ୍ରିକେଟ ଖେଳ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କ୍ରିକେଟ ଏକ ଭାଇଚାରା ର ଖେଳ ଯାହାକୁ ଖେଳିବାକୁ ବହୁତ ଲୋକ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ଭାରତ ରେ IPL ଖେଳ ର ଆସର ଜମିଥିବା ବେଳେ ଓଲିଉଡ ରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେବେ ଓଲିଉଡ ର ଦୁଇ ସୁପରଷ୍ଟାର ଅନୁଭବ ଏବଂ ବାବୁସାନ ମହାନ୍ତି ଙ୍କ ର ବର୍ତ୍ତମାନ କିଛି ଫୋଟୋ ଇଣ୍ଟରନେଟ ରେ ଭାଇରାଲ ହେବାରେ ଲାଗିଛି । 

 

ଯେଉଁଥିରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ବ୍ୟାଟିଂ କରିବାକୁ ଯାଉଥିବାର ଫୋଟୋ ଭାଇରାଲ ହୋଇଥିବା ବେଳେ ବାବୁସାନ ଙ୍କ ବୋଲିଂ ଆକ୍ସନ ର ଏକ ଫୋଟୋ ଭାଇରାଲ ହୋଇଛି । ତେବେ ଏହାକୁ ନେଇ ଫ୍ୟାନ ମାନଙ୍କ ମଧ୍ୟରେ ବହୁତ ଖୁସି ହେବା ସହିତ ଏହି ଫୋଟୋ କୁ ଫ୍ୟାନ ମାନେ ବହୁଳ ମାତ୍ରା ରେ ସେୟାର କରିବାରେ ଲାଗିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *