ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ଷ୍ଟାର ଲିପ୍ସା ମିଶ୍ର କିଭଳି ଭାବେ ଭ୍ୟାଲେଣ୍ଟାଇନ ଡେ ଗୁଡିକୁ ପାଳନ କରୁଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ପ୍ରେମୀଯୁଗଲ ମାନଙ୍କ ଏକ ସପ୍ତାହ ଚାଲିଛି ଯାହାକୁ ପ୍ରେମୀ ସପ୍ତାହ କୁହାଯାଏ । ତେବେ ଏହି ସପ୍ତାହ ରେ ପ୍ରେମୀ ଯୁଗଳ ମାନଙ୍କ ମଧ୍ୟରେ ଚକଲେଟ ଡେ ,ରୋଜ ଡେ ଭଳି ୭ ପ୍ରକାର ପାଳନ କରାଯାଇଥାଏ । ତେବେ ଏହାକୁ ବହୁତ ଧୁମ ଧାମ ରେ ଏହି ଦିନ ଗୁଡିକୁ ପାଳନ କରିଛନ୍ତି ଲିପ୍ସା ମିଶ୍ର ।
ତେବେ ସେ ପ୍ରତିଦିନ ରୋଜ ଡେ ଚକଲେଟ ଡେ ଭଳି ଆଜି ମଧ୍ୟ ସେ ତେଦି ଡେ ପାଳନ କରିଥିଲେ । ତେବେ ଏହି ଦିନ ରେ ସେ ନିଜର ଭଉଣୀ ଙ୍କ ପୁଅ କୁ ନିଜର ପୁତୁରା କୁ ଟେଡି ଭଳି କହି ଟେଡି ଡେ ଭଳି ପାଳନ କରିଛନ୍ତି । ତେବେ ଏହାର ଭିଡ଼ିଓ ତଥା ଫୋଟୋ ଗୁଡିକୁ ନିଜ ଇଂସ୍ଟଗ୍ରାମ ରେ ପୋଷ୍ଟ କରି ନିଜର ଦର୍ଶକ ମାନଙ୍କୁ ଜଣାଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।