ଦେଖନ୍ତୁ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିଜ ପରିବାର ସହ ମିଶି ଶୁଟିଂ ସେଟ ରେ କିଭଳି ଭାବେ ନିଜର ଜନ୍ମଦିନ ମନାଇଲେ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଓଲିଉଡ ର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର  ତାଙ୍କ ପରିବାର ସହ ମିଶି ଶୁଟିଂ ସେଟ ରେ ନିଜ ଜନ୍ମଦିନ ମନାଇଲେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ତ ସିଦ୍ଧାନ୍ତ ଙ୍କ ନୂଆ ଧାରାବାହିକ ସମ୍ପର୍କରେ ଜାଣିଥିବେ । ତେବେ ଏହି ଧାରାବାହିକ ରେ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଏହି ଧାରାବାହିକ ର ନାମ ହେଉଛି ‘କେମିତି କହିବି କହ’ ଏହି ଧାରାବାହିକ ଟି ଜି ସାର୍ଥକ ରେ ରାତି ୮ ଟା ସମୟରେ ପ୍ରସାରିତ ହେଉଛି ।

 

 ତେବେ ଏହି ଶୁଟିଂ ସେଟ ର ସମସ୍ତ ସଦସ୍ୟ ମାନେ ସିଦ୍ଧାନ୍ତ ଙ୍କ ଜନ୍ମଦିନ କୁ ଫୁଲ ଧୁମ ଧାମ ରେ ପାଳନ କରିଛନ୍ତି । ତେବେ ଶୁଟିଂ ସେଟ ର ସମସ୍ତ ସଦସ୍ୟ ମାନେ ସିଦ୍ଧାନ୍ତ ଙ୍କ ପାଇଁ କେକ ଆଣିବା ସହ । ତାଙ୍କୁ ସରପ୍ରାଇଜ ଦେଇଥିଲେ ବୋଲି ସିଦ୍ଧାନ୍ତ କହିଛନ୍ତି । ଏହା ଛଡା ତାଙ୍କ ସହ ତାଙ୍କ ସ୍ତ୍ରୀ ମାମା ମିଶ୍ର ଏବଂ ଝିଅ ଉପସ୍ଥିତ ଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *