ଦେଖନ୍ତୁ ଓଲିଉଡ ସୁପର ଷ୍ଟାର ଦୀପକ ଏବଂ ତାଙ୍କ ପତ୍ନୀ ତନୁଯା ଙ୍କ ରୋମାଣ୍ଟିକ ଡ୍ୟାନ୍ସ ର ଭାଇରାଲ ଭିଡ଼ିଓ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଓଲିଉଡ ସୁପରଷ୍ଟାର ଦୀପକ ଏବଂ ତାଙ୍କ ପତ୍ନୀ ତନୁଯା ଙ୍କ ଭାଇରାଲ ହୋଇଥିବା ଭିଡ଼ିଓ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ଓଲିଉଡ ଆକ୍ଟର ,ଡିରେକ୍ଟର ଦୀପକ ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ଦୀପକ ନିଜ ଯାଜପୁର ମାଟି ର ପୁଅ । ତେବେ  ସେ ଯାଜପୁର ମାଟିର ଟେକ ରଖିବା ସହିତ ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଏକ ସ୍ଥାନ ବଜାୟ ରଖିଛନ୍ତି । ତେବେ ଦୀପକ ବର୍ତ୍ତମାନ ସମୟରେ ନିଜର ଦ୍ୱିତୀୟ ବିବାହ ଉତ୍ସବ ପାଳନ କରିଛନ୍ତି । 

 

ତେବେ ଦୁହିଁ ଜଣ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି । ଏହା ଛଡା ସେ ଦୁହିଁ ଜଣ ନିଜ ବର୍ତ୍ତମାନ ସମୟରେ ଭୁବନେଶ୍ୱର ରେ ରହୁଛନ୍ତି । ତେବେ ଦୀପକ ଏବଂ ତାଙ୍କ ପତ୍ନୀ ଉଭୟ ଙ୍କ ଏକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ଶୁଣା ଯାଉଛି କି ଏହି ଭିଡ଼ିଓ ରେ ବାଜୁଥିବା ଗୀତ ଟି ଦୀପକ ଙ୍କ ନୂଆ ଫିଲ୍ମ ର ଗୀତ । ତେବେ କଣ ହେଉଛି ଆଗକୁ ଜାଣିପାରିବେ । ତେବେ ଦୀପକ ଙ୍କ ଆକ୍ଟିଙ୍ଗ ଆପଣଙ୍କୁ କିଭଳି ଲାଗେ କମେଣ୍ଟ ମାଧ୍ୟମରେ ଜଣାଇବେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ।

 

Leave a Reply

Your email address will not be published. Required fields are marked *