ଦେଖନ୍ତୁ କିଭଳି ଭାବେ ଓଡ଼ିଆ ହିରୋ ହିରୋଇନ ମାନେ “ରୋଜ ଡେ” ପାଳନ କରିଛନ୍ତି ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ହିରୋ ହିରୋଇନ ମାନେ ରୋଜ ଡେ ପାଳନ କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ପ୍ରେମର ଦିନ ଗୁଡିକ ଚାଲିଛି । ତେବେ ଏହି ପ୍ରେମ ର ଏହି ମାସ କୁ ସତେ ଯେପରି ପ୍ରେମି ଯୁଗଳ ମାନଙ୍କ ମାସ ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆପଣ ମାନେ ଜାଣିଛନ୍ତି ପ୍ରେମ ର ଏହି ମାସ ରେ ବିଭିନ୍ନ ଦିନ ଭିନ୍ନ ଭିନ୍ନ ଦିବସ ରହିଥାଏ । ତେବେ ପ୍ରଥମ ଦିନ ଟି “ରୋଜ ଡେ” ଭାବେ ପରିଚିତ । ତେବେ ଏହି ଦିନରେ ପ୍ରେମୀ ଯୁଗଳ ମାନେ ପରସ୍ପର କୁ ଗୋଲାପ ଫୁଲ ଦେବା ନେବା କରିଥାନ୍ତି ।
ଏହା ସହ କିଛି ଲୋକ ମାନେ ନିଜର ମନର ମଣିଷ କୁ ମଧ୍ୟ ଗୋଲାପ ଦେଇ ନିଜର ଭଲପାଇବା ଦେଖାଇ ଥାନ୍ତି । ସେହିଭଳି ଦୃଶ୍ୟ ଵର୍ତମାନ ଆମ୍ଭ ଓଲିଉଡ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳିଛି ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଏଲିନା, ବାବୁସାନ,ଅର୍ଚ୍ଚିତା, ଅମ୍ଳାନ ଭଳି ଅନେକ ସିରିଏଲ ଜଗତର ହିରୋ ହିରୋଇନ ମାନଙ୍କୁ ଗୋଲାପ ଫୁଲ ଦିଆ ଯାଇଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।