ଦେଖନ୍ତୁ କିଭଳି ଭାବେ ‘ତାରା ତାରିଣୀ’ ଧାରାବାହିକ  ରେ ରୂପମ ଏବଂ ତାରିଣୀ, କିଭଳି ଭାବେ ରୋମାନ୍ସ କରିଛନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ‘ତାରା ତାରିଣୀ’ ଧାରାବାହିକ ରେ ରୂପମ ଏବଂ ତାରିଣୀ ପରସ୍ପର ସହ ରୋମାନ୍ସ କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣଙ୍କୁ କହିଦେବାକୁ ଯାଉଛୁ ଯେ ତାରା ତାରିଣୀ ଧାରାବାହିକ ଟି ବର୍ତ୍ତମାନ ଓଡ଼ିଶାରେ ସବୁଠାରୁ ଅଧିକ ଚର୍ଚ୍ଚିତ ଧାରାବାହିକ ଭାବେ ଓଡ଼ିଶାରେ ପରିଚିତ । ତେବେ ଆପଣ ମାନେ ତାରିଣୀ ବା ଲିପି ଙ୍କ ଆକ୍ଟିଙ୍ଗ ମଧ୍ୟ ଜାଣିଥିବେ । ତେବେ ସେ ବହୁ ଫିଲ୍ମ ମଧ୍ୟ କରି ନିଜର ଆକ୍ଟିଙ୍ଗ ର ପାରଦର୍ଶିତା ମଧ୍ୟ ଦେଖାଇ ପାରିଛନ୍ତି । ତେବେ ଏଭଳି ସ୍ଥଳେ ବର୍ତ୍ତମାନ ତାରା ତାରିଣୀ ଧାରାବାହିକ ରେ ଆସିବାକୁ ଯାଉଛି ଏକ ନୂତନ ମୋଡ଼ । 

 

ଯେଉଁଥିରେ ଦୁହିଁ ଜଣ ମଧ୍ୟରେ ତିକ୍ତତା ର ସମାପ୍ତ ହୋଇ ବର୍ତ୍ତମାନ ଦୁହେଁ ଏକାଠି ହୋଇ ଯାଇଛନ୍ତି । ଯେହେତୁ ସେମାନଙ୍କ ମଧ୍ୟରେ କୌଣସି ବାଧକ ନାହିଁ ତେବେ ସେମାନେ  ବର୍ତ୍ତମାନ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ   ଲାଗିଛି । ଯାହାର ଝଲକ ଆପଣ ଆଗାମୀ ଅଧ୍ୟାୟ ରେ ଦେଖିବାକୁ ପାଇବେ  ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *