ଦେଖନ୍ତୁ କିଭଳି ରାତି ଅଧରେ ପୁନମ ଙ୍କ ସହ ମଜା କଲେ ପୁପିନ୍ଦର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ରାତି ଅଧରେ ପୁନମ ଙ୍କ ସହ ରାତି ଅଧରେ ମଜା କଲେ ପୁପିନ୍ଦର ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ର ଲକଡାଉନ ସମୟ ମଧ୍ୟରେ ପୁନମ ଏବଂ ପୁପିନ୍ଦର ଘରେ କିଭକି ସମୟ କାଟୁଛନ୍ତି । ସେ ବିଷୟରେ ଦୁହେଁ ପରସ୍ପର କଥା ହେଉଛନ୍ତି । ତେବେ ଦୁଃନେ ଇଂସ୍ଟଗ୍ରାମ ରେ ପରସ୍ପର ସହ କଥା ହେବା ସହ ନିଜ ଫ୍ୟାନ ମାନଙ୍କୁ ତାଙ୍କ ର ଅପଡ଼େଟ ମଧ୍ୟ ଜଣାଇଛନ୍ତିନ୍ତି । ତେବେ ଆମ୍ଭେ ଏଥିରୁ ଏହା ଜାଣିଲୁ ଯେ ପୁପିନ୍ଦର ବର୍ତ୍ତମାନ ମୁମ୍ବାଇ ରେ ରହୁଥିବା ବେଳେ ପୁନମ ତାଙ୍କ ଘରେ ରହୁଛନ୍ତି ।  

 

ତେବେ ପୁନମ ବର୍ତ୍ତମାନ ନିଜର ଇଂସ୍ଟଗ୍ରାମ ରେ ନିଜର ରେକର୍ଡ ସୃଷ୍ଟି କରିଥିବା ବେଳେ ତାଙ୍କୁ ପୁପିନ୍ଦର ତାଙ୍କର ଏହି ଆରଚିଭମେଣ୍ଟ ପାଇଁ ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ତେବେ ପୁନମ ଦର୍ଶକ ମାନଙ୍କୁ ଇଂସ୍ଟଗ୍ରାମ ମାର୍କେଟିଙ୍ଗ ବିଷୟରେ କହିବା ସହ ଇଂସ୍ଟଗ୍ରାମ ରେ କିଭଳି ଭାବେ ନିଜର ଫ୍ୟାନ ତିଆରି କରିପାରିବେ ସେ ବିଷୟରେ କିଛିଟା ଟିପ୍ପ ମଧ୍ୟ ଦେଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *