ଦେଖନ୍ତୁ କେଉଁ ମାନେ ବଡ କଳାକାର ଯୋଗ ଦେବେ ଆଜି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଭୋଜି ରେ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଋଷିବିଶନ ପାର୍ଟି ବିଷୟରେ ଆସନ୍ତୁ ଜାଣିବା …..

ସବ୍ୟସାଚୀ ଓ ଅର୍ଚ୍ଚିତା ଓଡ଼ିଆ ସିନେ ଜଗତ ର ଅନ୍ୟତମ ସଫଳ ଯୋଡି ବହୁତ ଦିନର ପ୍ରତୀକ୍ଷା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଛନ୍ତି । ସେ ସୋମବାର ରାଜସ୍ଥାନ ରେ ବିବାହ କରିଛନ୍ତି ସେ ତାଙ୍କ ବିବାହ ଉତ୍ସବ ରେ କୌଣସି କଳାକାର ମାନଙ୍କୁ ନିମତ୍ରଣ କରିନଥିଲେ କିନ୍ତୁ ଆଜି ଋଷିବିଶନ ପାର୍ଟି ରେ ସେ ସବୁ ଛୋଟ ବଡ କଳାକାର

ଯଥା ଅନୁଭବ, ବର୍ଷା, ସିଦ୍ଧାନ୍ତ ,ରଚନା ଓ ବାବୁଶାନ , ଅପରାଜିତା ଇତ୍ୟାଦି ବହୁତ ଛୋଟ ଓ ବଡ କଳାକାର ମାନଙ୍କୁ ନିମତ୍ରଣ କରିଛନ୍ତି । କେଉଁ କେଉଁ କଳାକାର ଯୋଗ ଦେବେ ଏହି ପାର୍ଟି ରେ ତାହା ଆମେ ପରବର୍ତୀ ପୋଷ୍ଟ ରେ ଜଣେଇବୁ….

ଯଦି ଆମର ଏହି ପୋଷ୍ଟ ଆପଣ ଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ଦିନଟି ମଙ୍ଗଳ ମୟ ହେଉ ।

Leave a Reply

Your email address will not be published. Required fields are marked *