ଦେଖନ୍ତୁ କେମିତି ଚାଲିଥିଲା ମା ଝିଅଙ୍କ ସେ-କ୍ସ ରାକେଟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ଘରେ ସେ-କ୍ସ୍ ରାକେଟ ଚଳାଇଥିଲେ ମାଆ ଓ ଝିଅ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ଏଭଳି ଗୋଟେ ନିନ୍ଦନୀୟ ଘଟଣା ଟିଏ ଘଟିଛି ଓଡ଼ିଶାର ଜଗତସିଂହପୁର ସଦର  ଥାନା ଅନ୍ତର୍ଗତ ପୁନଙ୍ଗ ମୁସଲିମ ବସ୍ତିରେ ଗୋଟିଏ ଘର ଭିତରେ ଦେହ ବ୍ୟବସାୟ କୁ କେନ୍ଦ୍ର କରି ବସ୍ତିବାସୀ ଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ମିଳିଥିବା ଖବର ଅନୁସାରେ, ପୁନଙ୍ଗ ମୁସଲିମ ବସ୍ତି ରେ ରହୁଥିବା ଅବ୍ବୁ ବକ୍କର ସାହା ଙ୍କ ପତ୍ନୀ ମୂଷ ବିବି ଏବଂ ଝିଅ ଖୁସ ଖାତୁନ୍ ଗତ ଦୀର୍ଘ ଦିନ ଧରି ଘର ଭିତରେ ରହି ବିଭିନ୍ନ ନୂଆ ନୂଆ ଅଞ୍ଚଳର ଯୁବକ ମାନଙ୍କୁ ପ୍ରଲୋଭିତ କରାଇ ଦେହ ବ୍ୟବସାୟ ରେ ଲିପ୍ତ ରହୁଥିଲେ। ତେବେ ସ୍ବାମୀ ଅବୁ ବକ୍କର ଓ ପୁଅ ଅଜଗର ଅଲ୍ଲୀ ସାହା ଏପରି କାର୍ଯ୍ୟ କୁ ବିରୋଧ କରିବା ପରେ ମୂଷ ଏବଂ ତାଙ୍କ ଝିଅ ଖୁସ ଉତ୍ଖିପ୍ତ ହୋଇ ପୁଅ ଅଜଗର ଅଲ୍ଲୀ କୁ ଏକ ଟାଙ୍ଗିଆ ରେ ହାଣିବା ସହ ସ୍ବାମୀ ଅବୁ ବକ୍କର ଙ୍କୁ ଶ୍ୱାସ ରୁଦ୍ଧ କରି ମାରି ଦେବାକୁ ଚେଷ୍ଟା କରିଥିବା ନେଇ ଜଗତିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହ ହୋଇ ନ ଥିବାର ଜଣା ପଡ଼ିଛି।

 

ତାଙ୍କ ପୁଅ ଅଜଗର ଅଲ୍ଲୀ ଦେଇଥିବା ସୁଚନା ମତାବକ ଈର୍ଫାନ୍ ନାମକ ଏକ ଯୁବକ ଯାହାଙ୍କର ଘର କଟକ ରେ। ସେ ଦୀର୍ଘ ଦିନ ରୁ ମହଜୁଦି ରେ ଥିଲେ। ହେଲେ ଏଠାରେ ରହି ଖରାପ କାମ ଆରମ୍ଭ କରି ଦେଇଥିଲା। ମାଆ ମୂଷ ମିଛରେ ପୁଅ କରିକି ଓ ପରେ ଜ୍ବାଇଁ କରିବ କହି ଆଣି ଘରେ ରଖିଥିଲେ। ତାକୁ ମଝିରେ ଶୁଆଇ ମା ଏବଂ ଝିଅ ଦୁଇ ପାଖରେ ଶୋଉଥିଲେ ଓ ଦୁହେଁ ଅନୈତିକ କାର୍ଯ୍ୟ କଳାପରେ ଲିପ୍ତ ରହୁଥିଲେ। ପୁଅ ଅଜଗର ବାହାରେ ରହୁଥିବାରୁ ନିଜ ମା ର ଏପରି କାର୍ଯ୍ୟ କୁ ବିଶ୍ୱାସ କରି ପାରୁ ନଥିଲା। ହେଲେ ଦେଢ଼ ମାସ ହେବ ଘରକୁ ଆସି ନିଜ ଆଖିରେ ଦେଖି ମାନି ଥିଲେ ଏବଂ ଏହାକୁ ବିରୋଧ କରିବାରୁ ମା ଭଉଣୀ ଦୁହେଁ ମିଶି ଟାଙ୍ଗିଆ ରେ ହାଣିବା ର ପ୍ରୟାସ ମଧ୍ୟ କରିଥିଲେ। କେବଳ କଥା ଏତିକି ରେ ସରି ଯାଇ ନ ଥିଲା ଅଜଗର ଙ୍କ ପତ୍ନୀ କୁ ମଧ୍ୟ ଜୋର୍ ଜବରଦସ୍ତ ଧନ୍ଦା କରିବାକୁ ବାଧ୍ୟ କରୁଥିଲେ ଏବଂ ସେ ନ ମାନିବାରୁ ତାଙ୍କର ହେବାକୁ ଥିବା ପିଲା କୁ ମଧ୍ୟ ଇଞ୍ଜେକ୍ସନ ଦେଇ ମାରିବାକୁ ଚେଷ୍ଟା କରିଥିଲେ।

 

ତେବେ ପୂର୍ବ ଭଳି ଶନିବାର ଦିନ କଟକ ଅଞ୍ଚଳ ର ଜଣେ ଯୁବକ ଖୁସ ଙ୍କ ସହ ଘରେ ରହିଥିବାର ଦେଖି ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ତେବେ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ଯାଇ ପହଞ୍ଚିଥିଲେ। ଓ ସେ ସଂପୃକ୍ତ ଯୁବକକୁ ଥାନା କୁ ଧରି ଆଣିଛନ୍ତି। ତେବେ ପୋଲିସ ଅଧିକାରୀ ଏହି ବିଷୟରେ ପର୍ଯ୍ୟବେକ୍ଷଣ କରି ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି। ତେବେ ସମାଜ ରୁ ଏପରି ଘୃଣ୍ୟ କାର୍ଯ୍ୟ କେବେ ସମ୍ପୂର୍ଣ ରୂପେ ବନ୍ଦ ହେବ ବୋଲି ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *