ଦେଖନ୍ତୁ କେମିତି ଚାଲିଲା ନିର୍ଲଜ କାମ । ଭିଡ଼ିଓ ଭାଇରଲ ହେଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କଳା କୋର୍ଟ ରେ କଳା ଓକିଲ ଙ୍କ କଳା କାରନାମା ଯାହାକୁ ଶୁଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କଟକ ର ମର୍ତ୍ତନଗର ଥାନା ରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ କଟକ ର ଓଡ଼ଗାଁ ବାସିନ୍ଦା ରବୀନ୍ଦ୍ର ଡାକୁଆ କଟକ ର ସେକ୍ଟର ୯ ରେ ଏକ ପାର୍ଲର ରେ କାର୍ଯ୍ୟ କରନ୍ତି ସେ ଏହି ମାମଲା ରୁଜୁ କରିଥିଲେ । ତେବେ ଲକଡାଉନ କାରଣରୁ ରବୀନ୍ଦ୍ର ଙ୍କ ଭାଇ ଭାଗିରଥି ଆସି ତାଙ୍କ ସହ ଉକ୍ତ ପାର୍ଲର ରେ କାର୍ଯ୍ୟ କରିବାଆକୁ ଲାଗିଲେ । 

 

ତେବେ ସେ ଚୁଟି କାଟିବ ବେଳେ ଜଣେ ଓକିଲ ତାଙ୍କ ପାଖରୁ ଚୁଟି କାଟିବା ସହିତ ତାଙ୍କ ଫୋନ ନମ୍ବର ଆଦି ସବୁ ନେଇ ଥିଲେ  ।ତେବେ ସେହିଦିନ ରାତିରେ ଉକ୍ତ ଓକିଲ ଜଣକ ଭାଗିରଥି ଙ୍କୁ ଖରାପ ଭିଡ଼ିଓ ମାନ ପଠାଇବା ସହିତ ତାଙ୍କୁ ଖରାପ ଖରାପ ମେସେଜ କଲେ । ଯାହା ଫଳରେ ସେ ତାଙ୍କ ଭାଇ ଙ୍କୁ କହିଲେ । 

 

ତାଙ୍କ ଭାଇ ଓକିଲ ଙ୍କୁ ଫୋନ କରି ଏକଥା ନ କରିବା ପାଇଁ କହିବାରୁ ଓକିଲ ତାଙ୍କୁ ଧମକ ଦେବା ସହିତ କଟକ ରୁ ଉଠେଇ ନେବେ ବୋଲି ମଧ୍ୟ ଧମକ ଦେଇଥିଲେ । ଯାହା ଫଳରେ ରବୀନ୍ଦ୍ର ଏହି ଓକିଲ ଙ୍କ ଉପରେ ଏକ ମାମଲା ରୁଜୁ କରିଛନ୍ତି । ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *