ଦେଖନ୍ତୁ କେମିତି ବାବୁଶାନ ତାଙ୍କ ପୁଅ ସହିତ ମସ୍ତି କରୁଛନ୍ତି….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଓଡ଼ିଆ ସିନେ ଷ୍ଟାର ବାବୁଶାନ ଙ୍କ ବାପା ହେବା ବିଷୟରେ ।

ଓଡ଼ିଆ ସିନେ ଜଗତ ର ସୁପର ଷ୍ଟାର ବାବୁଶାନ ମହାନ୍ତ । ବାବୁଶାନ ମହାନ୍ତି ୬ ବର୍ଷ ତଳେ ତୃପ୍ତି ଙ୍କୁ ବିବାହ କରିଥିଲେ ସେ ପ୍ରେମ ବିବାହ କରିଥିଲେ । ସେ ତାଙ୍କ ସ୍କୁଲ ପ୍ରେମ କୁ ନିଜ ଜୀବନ ର ସାଥି ବନେଇ ଥିଲେ । ବାବୁଶାନ ମହାନ୍ତି ଙ୍କ ସ୍ତ୍ରୀ ଜଣେ ସ୍କୁଲ ଶିକ୍ଷୟତ୍ରୀ ।

ବାବୁଶାନ ମହାନ୍ତି ଙ୍କ ୬ ବର୍ଷ ବିବାହ ପରେ ତାଙ୍କର ଶିଶୁ ପୁତ୍ର ହୋଇଛି । ବାବୁଶାନ ଙ୍କ ଏକ ଘରୋଇ ହସ୍ପିଟାଲ ରେ ଶିଶୁ ପୁତ୍ର ଜନ୍ମ ହୋଇଛି । ଏହାପରେ ବାବୁଶାନ ଙ୍କ ଘରେ ଖୁସି ର ଲହରୀ ଓ ଓଡ଼ିଆ ସିନେ ଜଗତ ରୁ ଶୁଭକାମନା ର ସୁଅ ଛୁଟିଛି ।

ଯଦି ଆମର ଏହି ଖବର ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ପୋଷ୍ଟ ରେ ଗୋଟିଏ ସେୟାର କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ।

Leave a Reply

Your email address will not be published. Required fields are marked *