ଦେଖନ୍ତୁ କେମିତି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ପରେ ମସ୍ତି କରୁଛନ୍ତି…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଆ ଖବର ପୋର୍ଟାଲ କୁ ଆସନ୍ତୁ ଆଜି ଆମେ ଜାଣିବା ସବ୍ୟ ଓ ଅର୍ଚ୍ଚିତା ବିବାହ ପରେ କୁଆଡେ ବୁଲୁଛନ୍ତି ଓ କେମିତି ବୁଲୁଛନ୍ତି ଦେଖିବା ….

ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ଏବେ ସବୁଆଡେ ଚର୍ଚ୍ଚା ରେ ଓଡ଼ିଆ ସିନେ ଜଗତ ର ରିଲ ଯୋଡି ଏବେ ରିୟଲ ଯୋଡି ରେ ପରିଣତ ହୋଇଛନ୍ତି ।ତାଙ୍କର ବିବାହ ରାଜସ୍ଥାନ ର ଏକ ପ୍ୟାଲେସ ରେ ସମ୍ପର୍ଣ୍ଣ ହୋଇଛି ବାହାଘର ପରେ ସବ୍ୟ ଓ ଅର୍ଚ୍ଚିତା ଦୁହେଁ

ରାଜସ୍ଥାନ ର ଭଲ ଭଲ ଭ୍ରମଣ ସ୍ଥାନ ବୁଲି ମଜା ନେଉଛନ୍ତି । ସୂଚନା ମିଳୁଛି ଯେ ସବ୍ୟ ଓ ଅର୍ଚ୍ଚିତା ଆଜି ରାତିରେ ଓଡିଶା ଫେରିବେ ଓ ୨/୩ ପରେ ଭୁବେନଶ୍ୱର ରେ ଧୁମ ଧାମ ରେ ରେସେପସନ ପାଳିବେ

ଯଦି ଆମ ର ଏହି ଖବର ଟି ଆପଣ ଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଆପଣଙ୍କ ଦିନଟି ଆଜି ସୁଭରେ କଟୁ ଜୟ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା । ଜୟ ଜଗନ୍ନାଥ ସ୍ୱାମୀ ।

Leave a Reply

Your email address will not be published. Required fields are marked *