ଦେଖନ୍ତୁ କେମିତି ହେଲା ଅର୍ଚ୍ଚିତା ଙ୍କ ବିଦାୟୀ ତାଙ୍କ ଘର ଲୋକଙ୍କ ପାଖରୁ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ କେମିତି ଅର୍ଚ୍ଚିତା ଙ୍କ ବିଦାୟୀ ହେଲା ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ଖୁବ ଧୁମ ଧାମ ରେ ସମ୍ପର୍ଣ୍ଣ ହୋଇଛି । ଅର୍ଚ୍ଚିତା ଓ ସବ୍ୟ ରାଜସ୍ଥାନ ରୁ ଓଡିଶା ମଧ୍ୟ ଫେରିଛନ୍ତି ସେ ଫେରିବା ବେଳେ ତାଙ୍କର ଅଇରପୋର୍ଟ ରେ ବିଦାୟୀ ହେଇଛି ଯେହେତୁ ସେମାନେ ରାଜସ୍ଥାନ ରୁ ଫେରିଲେ ସେଥିପାଇଁ ବିଦାୟୀ ଅଇରପୋର୍ଟ ହୋଇଥିଲା ….ଦେଖିବାକୁ ମିଳିଥିଲା

ଅର୍ଚ୍ଚିତା ଙ୍କୁ ତାଙ୍କ ମା ଓ ମାମୁଁ ଯେତେବେଳେ ଛାଡିଥିଲେ ଅଳ୍ପ ସମୟ କାନ୍ଦି ପକେଇ ଥିଲେ । ଅର୍ଚ୍ଚିତା ଙତାଙ୍କ ମାମୁଁ ଓ ମା ଙ୍କୁ କୁଣ୍ଢେଇ ପକେଇଥିଲେ । ସବ୍ୟସାଚୀ ମଧ୍ୟ ଅର୍ଚ୍ଚିତା ଓ ତାଙ୍କ ମା ଙ୍କୁ କୁଣ୍ଢେଇ ପକେଇ ବୁଝାଇଥିଲେ ଓ ତାପରେ ବିଦାୟୀ ହେଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

 

 

 

Leave a Reply

Your email address will not be published. Required fields are marked *