ଦେଖନ୍ତୁ ଛୋଟ ନେଉଳ କେମିତି ଅହିରାଜ ସାପକୁ ଖଣ୍ଡ ଖଣ୍ଡ କରିଦେଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଅହିରାଜ ସାପ କୁ ନେଉଳ ମଧ୍ୟରେ ହୋଇଥିବା ଲଢେଇ ସମ୍ପର୍କରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ପ୍ରକୃତି ସବୁବେଳେ କିଛି ନା କିଛି ବିରଳ ଦୃଶ୍ୟ ଦେଖାଇ ଏ ଜନ ସମାଜ କୁ ସବୁବେଳେ  କିଛି ନା କିଛି ବାର୍ତା ଦେଇଥାଏ । ତେବେ ସେହିଭଳି ଏକ ବାର୍ତା ଆଜି ଦେଇଛି  । ତେବେ ବାର୍ତ୍ତା ଟି ଏଇଆକି ଝଗଡା ର ପରିଣତି । ତେବେ ସେହିଭଳି ଏକ ଝଗଡା ଦେଖିବାକୁ ମିଳିଛି । ନେଉଳ ଏବଂ ସାପ ମଧ୍ୟରେ । ତେବେ ଘଟଣା ଟି ହେଉଛି କୂଳଦିହା ଅଭୟାରଣ୍ୟ ନିକଟରେ ଥିବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ଅଞ୍ଚଳ ରେ । 

 

ତେବେ ଏହି ଶୈବ ପୀଠ ନିକଟରେ ନେଉଳ ଏବଂ ୧୫ ଫୁଟିଆ ଅହିରାଜ ମଧ୍ୟରେ ଲାଗିଥିଲା ଘମାଘୋଟ ଲଢେଇ । କୁନି ନେଉଳ ଟିଏ ହେଲେ କଣ ହେଲା ୧୫ ଫୁଟ ର ଅହିରାଜ କୁ କ୍ଷତାକ୍ତ କରିଦେଲା । ଯାହାକୁ ପରବର୍ତ୍ତୀ ସମୟରେ ସ୍ନେକ ଲାଇନ ତ୍ତରଫରୁ ଆସି ଉଦ୍ଧାର କଲେ । ଏବଂ ନିକଟ ବର୍ତୀ ପ୍ରାଣୀ ଚିକିତ୍ସାଳୟ ରେ ନେଇ ଏହାକୁ ତ୍ରିଟମେଣ୍ଟ   କରାଯାଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *