ଦେଖନ୍ତୁ ଝିଲିକ କେଉଁଭଳି ଭାବେ ନିଜର ସ୍ବାମି ଙ୍କ ସହ ଯୋଗ ଏବଂ ବ୍ୟାୟାମ କରୁଛନ୍ତି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆଭିନେତ୍ରୀ ଝିଲିକ ନିଜ ସ୍ୱାମୀ ଙ୍କ ସହ ଯୋଗ ଏବଂ ବ୍ୟାୟାମ କରୁଥିବାର ଭାଇରାଲ ହୋଇଥିବା ଭିଡ଼ିଓ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣଙ୍କୁ କହିବାକୁ ଯାଉଛି ଯେ ଝିଲିକ ୨୦୨୦ ମସିହାରେ ଓଡ଼ିଶାର ସୁନାମ ଧନ୍ୟ  ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରିଥିଲେ । ତେବେ ସେ ବର୍ତ୍ତମାନ ଭୁବନେଶ୍ୱର ଘରେ ନିଜ ଶଶୁର ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଏବଂ ଶାଶୁ ଓ ତାଙ୍କ ସ୍ୱାମୀ ପ୍ରୀତି ରଞ୍ଜନ ଘଡାଇ ଙ୍କ ସହ ରହୁଛନ୍ତି ।

 

ତେବେ ସେ ସେଠାରେ ବହୁ ଖୁସି ରେ ରହୁଥିବାର କହିଛନ୍ତି ଝିଲିକ । ତେବେ ଆପଣ ମାନେ ଜାଣିଥିବେ ଶରୀର ଫିଟ ଏବଂ ସତେଜ ରହିବା ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ । ଯାହା ଉଭୟ ନେତା ଏବଂ ଅଭିନେତା ଙ୍କ ର ପାଇଁ ସବୁବେଳେ ନିହାତି ଦରକାର । 

 

ତେବେ ବର୍ତ୍ତମାନ ଉଭୟ ଝିଲିକ ଏବଂ ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଘଡାଇ ମହୋଦୟ ବ୍ୟାୟାମ ଏବଂ ଯୋଗ କରୁଥିବାର ଦେଖାଯାଇଛି । ଯାହାକୁ ନିଜେ ଝିଲିକ ନିଜ ଇଂସ୍ଟଗ୍ରାମ ରେ ଦର୍ଶକ ମାନଙ୍କ ପାଇଁ ଛାଡିଥିଲେ ।ଯାହା ବର୍ତ୍ତମାନ ଭାଇରାଲ ହେବା ସହ ଓଡ଼ିଶାରେ ଥିବା ତାଙ୍କ ଦର୍ଶକ ମାନଙ୍କୁ ଏକ ଜ୍ଞାନ ପ୍ରଦାନ ମଧ୍ୟ କରୁଅଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *