ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ‘ତାରା ତାରିଣୀ’ ଧାରାବାହିକ ରେ ଆକ୍ଟିଙ୍ଗ କରୁଥିବା ଆକ୍ଟର ତନୁଯା କେଉଁଭଳି ଭାବେ ନିଜ ର ମା ଙ୍କ ର ଜନ୍ମଦିନ ପାଳନ କଲେ ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ବିଷୟରେ ତ ଆପଣ ଜାଣିଥିବେ । ତେବେ ଏହି ଧାରା ବାହିକ ବହୁତ ଫେମସ ତଥା ଓଡ଼ିଶାରେ ଅଧିକ ଲୋକ ଦେଖୁଥିବାର ଏକ ସର୍ଭେ ର ରିପୋର୍ଟ ରୁ ପ୍ରକାଶ ପାଇଥିଲା । ତେବେ ଏହି ସେଟ ରେ ପ୍ରତ୍ୟେକ ଆକ୍ଟର ମାନଙ୍କ ର ଜନ୍ମଦିନ ପାଳନ କରାଯାଏ ।
ତେବେ ଏହି ସେଟ ରେ ଆକ୍ଟିଙ୍ଗ କରୁଥିବା ଆକ୍ଟର ମୋହନା ଙ୍କର ଜନ୍ମଦିନ ଗତକାଲି ସୁଟିଂ ସେଟ ରେ ପାଳନ କରା ଯାଇଥିଲା । ଯେଉଁଥିରେ ସେହି ସେଟ ର ସମସ୍ତ ସଦସ୍ୟ ଯେଭଳି ରୂପମ,ରିୟା ,ସାନ ତାରଣୀ ,ଜେଜେମା ,କନିକା ,ରବିନ ରାକେଶ , ବିର ସମସ୍ତେ ଉପସ୍ଥିତ ଥିଲେ । ଯାହାର ଭିଡିଓ ସୁଟିଂ କରିଥିଲେ ତନୁଯା ବା ଡାକ ନାମ ରଞ୍ଜିତା ନିଜେ । ଯାହାକୁ ସେ ନିଜ ଇଂସ୍ଟଗ୍ରାମ ରେ ଛାଡି ଥିବା ବେଳେ । ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।