ଦେଖନ୍ତୁ ‘ତାରା ତାରିଣୀ’ ଧାରା ବାହିକ ର ସୁଟିଂ ସେଟ ରେ କିଭଳି ଭାବେ ରିୟା ଙ୍କ ଜନ୍ମଦିନ ପାଳନ କରିଛନ୍ତି…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ‘ତାରା ତାରିଣୀ’ ଧାରା ବାହିକ ର ଶୁଟିଂ ସେଟ ରେ କିଭଳି ଭାବେ ରିୟା ଙ୍କ ଜନ୍ମଦିନ ପାଳନ କରିଛନ୍ତି ,ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ବିଷୟରେ ତ ଆପଣ ଜାଣିଥିବେ । ତେବେ ଏହି ଧାରା ବାହିକ ବହୁତ ଫେମସ ତଥା ଓଡ଼ିଶାରେ ଅଧିକ ଲୋକ ଦେଖୁଥିବାର ଏକ ସର୍ଭେ ର ରିପୋର୍ଟ ରୁ ପ୍ରକାଶ ପାଇଥିଲା । ତେବେ ଏହି ସେଟ ରେ ପ୍ରତ୍ୟେକ ଆକ୍ଟର ମାନଙ୍କ ର ଜନ୍ମଦିନ ପାଳନ କରାଯାଏ ।

ତେବେ ଏହି ସେଟ ରେ ଆକ୍ଟିଙ୍ଗ କରୁଥିବା ଆକ୍ଟର ରିୟା ଙ୍କ ଜନ୍ମଦିନ ଗତକାଲି ଯାଇଥିଲା । ଯେଉଁଥିରେ ସେହି ସେଟ ର ସମସ୍ତ ସଦସ୍ୟ ଯେଭଳି ରୂପମ, ବଡ଼ ତାରିଣୀ ,ସାନ ତାରଣୀ ,ଜେଜେମା ,କନିକା ,ରବିନ ଏବଂ ତାଙ୍କ ଭାଉଜ ଏବଂ ତାଙ୍କ ସ୍ୱାମୀ ରାକେଶ ,ପୁଅ ବିର ସମସ୍ତେ ଉପସ୍ଥିତ ଥିଲେ । ଯାହାର ଭିଡିଓ ସୁଟିଂ କରିଥିଲେ କନିକା । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *