ଦେଖନ୍ତୁ ନବୀନ ଙ୍କ ବିଷୟରେ କି ପ୍ରମାଣ ମିଳିଲା ମାଳିକାରୁ । ଯାହାକୁ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମାଳିକା ରେ ନବୀନ ଙ୍କ ବିଷୟରେ ମିଳିଥିବା ପ୍ରମାଣ ବିଷୟରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ମାଳିକା ସନାତନ ଧର୍ମ ର ଧର୍ମ ରାଜ ମାନେ ତଥା ଏହି ଧର୍ମ ର ଆଦ୍ୟ କର୍ତା ଏହି ଧର୍ମ ଗ୍ରନ୍ଥ ରଚନା କରିଥିଲେ । ତେବେ ଏହି ଧର୍ମ ଗ୍ରନ୍ଥ ର ରଚୟିତା ହିସାବରେ ସେମାନେ ଆମ ଧର୍ମ ର ମୁଖ୍ୟ ତଥା ଜଗନ୍ନାଥ ଙ୍କ ର ଅତ୍ୟନ୍ତ ପ୍ରିୟ ଶିଷ୍ୟ ମଧ୍ୟ ଅଟନ୍ତି । ତେବେ ସେମାନେ ନିଜର ଦିବ୍ୟ ଚକ୍ଷୁ ରେ ଭବିଷ୍ୟତ ଜାଣି ପାରୁଥିଲେ । ତେବେ ସେ ସେହି ଭବିଷ୍ୟତ ବିଷୟରେ ନିଜର ଏକ ଗ୍ରନ୍ଥ ସାହାଯ୍ୟ ରେ ରଚନା କରିଥିଲେ । ଯାହା ର ନାମ ମାଳିକା ଗ୍ରନ୍ଥ କୁହାଯାଏ । 

 

ତେବେ ସେହି ଗ୍ରନ୍ଥ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ବିଷୟରେ ମଧ୍ୟ ବର୍ଣ୍ଣିତ ଅଛି । ତେବେ ଗ୍ରନ୍ଥ ରୁ ମିଳିଥିବା ସୂଚନା ଅନୁସାରେ ନବୀନ ପଟ୍ଟନାୟକ ହେଉଛନ୍ତି ଏକ ଯୋଗ୍ୟ ସନ୍ତାନ ଯିଏକି ନିଜର ବାପା ର ଅନ୍ତେ ରଜା ହେବ । ସେ ବାପା ଠାରୁ ଅଧିକ ବୁଦ୍ଧି , ଶାନ୍ତ ଏବଂ ଲୋକଙ୍କୁ ଭଲ ପାଇବ । ସେ ନିଜ ସାରା ଜୀବନ ଓଡିଶା ପାଇଁ ଉସର୍ଗ କରିଦବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *