ଦେଖନ୍ତୁ ନୂଆ ବାହା ହୋଇଥିବା ଅର୍ଧେନ୍ଦୁ ଏବଂ ତାଙ୍କ ପତ୍ନୀ ପଲ୍ଲଭି ଙ୍କ ଜବରଦସ୍ତ ଡ୍ୟାନ୍ସ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ନୂଆ ବାହା ହୋଇଥିବା ଅର୍ଧେନ୍ଦୁ ଏବଂ ତାଙ୍କ ପତ୍ନୀ ପଲ୍ଲଭି ଙ୍କ ଜବରଦସ୍ତ ଡ୍ୟାନ୍ସ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ ଜଣାଇ ଦେବାକୁ ଯାଉଛି ଯେ ପଲ୍ଲଭି ଏବଂ ଅର୍ଧେନ୍ଦୁ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି । ତେବେ ସେମାନଙ୍କ ଲଭ ଉଇଥ ଆରେଞ୍ଜ ମ୍ୟାରେଜ ହୋଇଥିଲା । ତେବେ ପଲ୍ଲଭି ହେଉଛନ୍ତି ପିପିଲି ର ବିଧାୟକ ପ୍ରଦୀପ ମହାରଥୀ ଙ୍କ ବଡ଼ ଝିଅ । ତେବେ ସେ ଅର୍ଧେନ୍ଦୁ ଙ୍କୁ ବହୁତ ଭଲ ପାଉଥିଲେ ।

 

ଯେଉଁଠି ପାଇଁ କି ସେ ଆଜି ଏତେ ଖୁସି ରେ ରହୁଛନ୍ତି । ତେବେ ବାପା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ବୟୋଗ ପରେ ଝିଅ ପଲଭି ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ । ତେବେ ଅର୍ଧେନ୍ଦୁ ବହୁ କଷ୍ଟ କରି ତାଙ୍କୁ ମନାଇବା ସହ ବହୁତ ଖୁସି ମଧ୍ୟ ତାଙ୍କୁ ଦେଇଛନ୍ତି ।

 

 ତେବେ ଅର୍ଧେନ୍ଦୁ ବାପା ଜଣେ ଡକ୍ଟର ମଧ୍ୟ । ତେବେ ବର୍ତ୍ତମାନ ଅର୍ଧେନ୍ଦୁ ନିଜ ନୂଆ ଫିଲ୍ମ ର ଗୀତ ରିଏଲସେଲ ରେ ବ୍ୟସ୍ତ ଥିବା ବେଳେ ସେହି ସମୟରେ ଯାଇ ପହଁଚି ଥିଲେ ପଲ୍ଲଭି । ଯାହା ଫଳରେ ସେ ଦୁହେଁ ସାଙ୍ଗ ହୋଇ ଡ୍ୟାନ୍ସ କଲେ ଯାହା ବର୍ତ୍ତମାନ ଭାଇରାଲ ହେବରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *