ଦେଖନ୍ତୁ ପରିବାର ସହ କେମିତି ମସ୍ତି କଲେ ଶ୍ରିତମ ଦାସ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଓଡ଼ିଆ ଫ୍ଲିମ ଜଗତର ସପରଷ୍ଟାର ଶ୍ରିତମ ଦାସ କିଭଳି ନିଜ ପରିବାର ଲୋକଙ୍କ ସହ ଭିତରକନିକା ପିକନିକ ଯାଇ ସେଠାରେ ମଜା ମସ୍ତି କରିଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ଓଲିଉଡ ସୁପର ଷ୍ଟାର ଶ୍ରିତମ ଦାସ ଙ୍କୁ ଭଲ ଭାବେ ଜାଣିଥିବେ ।ତେବେ ଶ୍ରିତମ ଦାସ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତା , ନିର୍ଦେଶକ ପ୍ରଯୋଜକ ମଧ୍ୟ । ସେ କେବଳ ହିରୋ ଭୂମିକା ନୁହେ ସେ ଉଭୟ ନାୟକ ଖଳନାୟକ ସମସ୍ତ ଭୁମିକା ରେ ନିଜର ପାରଦର୍ଶିତା ଦର୍ଶକ ମାନଙ୍କୁ ଦେଖାଇ ସାରିଛନ୍ତି । ତେବେ ଯାହାକୁ ନେଇ ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି । 

 

ତେବେ ଶ୍ରିତମ ଦାସ ୧୯୯୫ ମସିହା ରେ ସାବିତ୍ରୀ ଚଳଚ୍ଚିତ୍ର ଜରିଆରେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ତେବେ ବର୍ତ୍ତମାନ ସମୟରେ ଶ୍ରିତମ ନିଜ ପତ୍ନୀ ଏବଂ ଝିଅ ଙ୍କୁ ନେଇ ଭିତରକନିକା ପିକନିକ ମନାଇ ଯାଇଛନ୍ତି ।  ତେବେ ଯାହାର ଭିଡ଼ିଓ ଏବଂ ଫୋଟୋ କ୍ଲିପ ଗୁଡିକ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *