ଦେଖନ୍ତୁ ପୂଜା ରେ ପ୍ରସନ୍ନ ହୋଇ ହାତ ଟେକିଦେଲେ ମା କାଳୀ ଆଶ୍ରିବାଦ ମଧ୍ୟ ଦେଲେ । ମନରେ ଭକ୍ତି ଥିଲେ ଥରୁଟିଏ ଲେଖନ୍ତୁ ଜୟ ମା କାଳୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମା କାଳୀ ଙ୍କ ର ଏକ ଅଭୂତ ଦୃଶ୍ୟ ସମ୍ପର୍କରେ ଯାହାକୁ ଯେ କେହିବି ଶୁଣିବ ବା ଦେଖିବ ଆଶ୍ଚର୍ଯ୍ୟ ଚକିତ ହୋଇଯିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ଭଗବାନ ଙ୍କ ଲୀଳା ଖେଳା ସମ୍ପର୍କରେ ଜାଣିଛନ୍ତି । କିନ୍ତୁ ଭଗବାନ ବହୁତ କମ ଭକ୍ତ ମାନଙ୍କୁ ନିଜର ଆଶ୍ରିବାଦ ପ୍ରଦାନ କରନ୍ତି । ଏହାର କାରଣ ହେଉଛି ସମସ୍ତ ଭକ୍ତ ମାନେ ନିଷ୍ଠା ରେ ରହୁନଥିବା ରୁ ଏଭଳି ହେଉଛି । ତେବେ ହଁ ଏଭଳି କିଛି ଭକ୍ତ ଅଛନ୍ତି ଯେଉଁ ମାନେ ନିଜକୁ ଭଗବାନ ଙ୍କ ପାଖରେ ସମର୍ପଣ କରିଦେଇଛନ୍ତି ।  ତେବେ ସେହି ଭକ୍ତ ଙ୍କୁ ଭିକ୍ଷା ଭଗବାନ ନିଜର ଆଶ୍ରିବାଦ ରୂପକ ଦାନ ପ୍ରଦାନ କରନ୍ତି ।

 

 ତେବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ଭକ୍ତ ମା କାଳୀ ଙ୍କୁ ନିଜର ଭକ୍ତି ରେ ପ୍ରସନ୍ନ କରି ଭଗବାନ ଙ୍କୁ ଆଶ୍ରିବାଦ ରୂପକ ଭିକ୍ଷା ମାଗିଛନ୍ତି ଯାହା ଫଳରେ ସେ ନିଜର ହସ୍ତ ରେ ଥିବା ତୁଳସୀ ପତ୍ର ର ଗୁଛ କୁ ସେହି ଭକ୍ତ ର ହସ୍ତ ରେ ପକାଇ ଦେଇଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *