ଦେଖନ୍ତୁ ବାଥରୁମ ରେ ନିଜ MMS ଭିଡ଼ିଓ ନିଜେ ବନେଇ ଭାଇରାଲ କଲେ ଯୁବତୀ । ଏହା ପରେ ଯାହା ହେଲା ଆପଣ ବିଶ୍ୱାସ କରିପାରିବେନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ  ଝିଅ ବାଥରୁମ ରେ ନିଜ mms ଭିଡ଼ିଓ ନିଜେ ବନାଇ ନିଯେ ଭାଇରାଲ କଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଛୋଟ କ୍ୟାମେରା ମାନ ସବୁ ଲଗାଇ ବହୁତ ଖଳ ପ୍ରକୃତି ର ଲୋକ ମାନେ ଝିଅ ମାନଙ୍କ ଭିଡ଼ିଓ ଭାଇରାଲ କରୁଛନ୍ତି । ତେବେ ଏହା ବିଭିନ୍ନ ସପିଙ୍ଗ ମଲ ର ଚେଞ୍ଜିଙ୍ଗ ରୁମ ଏବଂ ବିଭିନ୍ନ କମନ ଟଏଲେଟ ଆଦି ସ୍ଥାନରେ ଲଗାଉଛନ୍ତି । ତେବେ ଏହାକୁ ବ୍ୟବହାର କରିବା ବେଳେ ଟିକେ ସତର୍କ ରହିବା ନିହାତି ଦରକାର । ତେବେ ସେହିଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଝିଅ ଏକ ବାଥରୁମ କୁ ଆସିଛି ଡ୍ରେସ ଚେଞ୍ଜ କରିବା ପାଇଁ ତେବେ।

 

 ସେତିକି ବେଳେ ସେ ସେଠାରେ ଲାଗିଥିବା କ୍ୟାମେରା କୁ ଦେଖିଦେବା ସହ । ସେ ସେହି ସ୍ଥାନରେ ସେହି କ୍ୟାମେରା ସାମ୍ନା ରେ କିପରି ଜଣେ ଝିଅ ର ଇଜ୍ଜତ ତା ପାଇଁ ସବୁ କିଛି ଆଉ ଯେଉଁ ଖଳ ପ୍ରକୃତି ର ଲୋକ ମାନେ ଏଭଳି କରୁଛନ୍ତି ସେମାନଙ୍କ ମା ଆଉ ଭଉଣୀ ମାନଙ୍କ ର ଯଦି ଏଭଳି କିଏ କରେ ତେବେ ଏହା ସେମାନଙ୍କୁ କିଭଳି ଲାଗିବ ସେ ବିଷୟରେ ସେ ସେହି କ୍ୟାମେରା ସାମ୍ନା ରେ କହିଛନ୍ତି । ଯାହା କୁ ସେ ନିଜେ ଭାଇରାଲ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *