ଦେଖନ୍ତୁ ବାବୁସାନ ମହାନ୍ତି କେଉଁଭଳି ଭାବେ ନିଜ ସାଙ୍ଗ ମାନଙ୍କ ସହ କିଭଳି ଭାବେ ଗାଁ ରେ ଭୋଜି କରିଛନ୍ତି ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବାବୁସାନ ମହାନ୍ତି କେଉଁ ଭଳି ଭାବେ ନିଜ ସାଙ୍ଗ ମାନଙ୍କ ସହ ଗାଁ ରେ ଭୋଜି କରିଛନ୍ତି ସେ ବିଷୟରେ ଖାଇବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଡ଼ିଆ ଆକ୍ଟର,ସିଙ୍ଗର ଏବଂ ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ତାଙ୍କ ଆକ୍ଟିଙ୍ଗ ଦେଖିବାକୁ ଲୋକଙ୍କ ଭିଡ଼ ଲାଗୁଛି । ତାଙ୍କର ଅନ୍ଦାଜ ଏବିଙ୍ଗ ତାଙ୍କର ଗୀତ ଦର୍ଶକ ମାନଙ୍କ ହୃଦୟ କୁ ଛୁଇଁ ଯାଇଥାଏ । ତେବେ ସେ ତାଙ୍କ ଗୁଣ ଏବଂ ତାଙ୍କ ବାପା ଉତ୍ତମ ମାହାନ୍ତି ଏବଂ ଅପରାଜିତା ମହାନ୍ତି ଙ୍କ ପୁତ୍ର ଭାବ ରେ ଓଡ଼ିଶାରେ ବହୁତ ଲୋକ ଜାଣିଛନ୍ତି । 

 

ତେବେ ତାଙ୍କର ବର୍ତ୍ତମାନ ଏକ ଭିଡ଼ିଓ ଏକ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓ ରେ ବାବୁସାନ ଏବଂ ତାଙ୍କ ସାଙ୍ଗ ମାନଙ୍କ ସହ ଏକ ଗ୍ରାମ ରେ ଦେଖିବାଆକୁ ମିଳୁଛି । ଯେଉଁଠାରେ ବତକ ଏବିଙ୍ଗ ଅନ୍ୟ ଗ୍ରହପାଳିତ ପକ୍ଷୀ ମାନେ ଦେଖିବାକୁ ମିଳୁଛି । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *