ଦେଖନ୍ତୁ ବାହାଘର ପରେ ସିଙ୍ଗର ଦୀପ୍ତିରେଖା କେମିତି ରହୁଛନ୍ତି ଦୀପ୍ତିରେଖା…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ସିନେମା ଜଗତ ର କିଛି ଦମଦାର ଖବର। ଓଡ଼ିଆ ସିଙ୍ଗର ଦିପ୍ତିରେଖା ପାଢ଼ୀ ତାଙ୍କ ବାହାଘର ପରେ ତାଙ୍କ ଶାଶୁ ଘରେ କେମିତି କଟୁଛି ଆସନ୍ତୁ ଜାଣିବା ଆମ ଖବର ମାଧ୍ୟମ ରେ ।

 

ଆପଣ ଜାିଛନ୍ତି ଛନ୍ତି 11 ଡିସେମ୍ବର 2020 ରେ ଓଡ଼ିଶା ର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ବିବାହ କରିଥିଲେ ସେ ଓଡ଼ିଶା ର ଜଣେ ଜଣାଶୁଣା ବିଯିନେଶ ମେନ୍ ସୌମ୍ୟରଞ୍ଜନ ଙ୍କୁ । ତେବେ ଦିପ୍ତିରେଖା ସୌମ୍ୟ ଙ୍କୁ ବିବାହ କଲା ପରେ କେମିତି ରହୁ ଛନ୍ତି ଶାଶୁ ଘରେ।

 

ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଅନେକ ସୁପରହିଟ ଗୀତ ଦେଇ ସୁନାମ ଅର୍ଜନ କରିଥିବା ଦିପ୍ତିରେଖା ଶେଷରେ ବୀଜନେଶ୍ ମେନ୍ ସୌମ୍ୟ ଙ୍କୁ ବିବାହ କଳା ପରେ ସେ ତାଙ୍କ ଶାଶୁଘରେ ରହି ବହୁ ହିସାବ ରେ ଶାଶୁ ଘରେ ସମସ୍ତ ଦାୟିତ୍ଵ ତୁଲାଉଛନ୍ତି । ତାଙ୍କ ସ୍ବାମୀ ଜଣେ ବିଜନେସ୍ ମେନ୍ ହେଇଥିବାରୁ ଦୀପ୍ତି ରେଖା ଶାଶୁଘରେ ରହି ବିଭିନ୍ୟ ପ୍ରକାର ର ସ୍ଵାଦିଷ୍ଟ ଖାଦ୍ୟ ରାନ୍ଦି ଖାଇବାକୁ ଦେବା ସହ ଘର ର ସମସ୍ତ ଦାୟିତ୍ଵ ତୁଲାଉଛନ୍ତି। ସେ ମଧ୍ୟ କହିଛନ୍ତି ସେ ଆଗକୁ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆହୁରି ଅନେକ ଗୀତ ଗାଇବେ ଏବଂ ଭଲ ଭଲ ସୁନ୍ଦର ହିଟ୍ ହିତ ଦର୍ଶକ ମାନଙ୍କ ପାଇଁ ନେଇ ଆସିବେ ।

 

ଆପଣ ଜାଣିଥିବେ ଦୀପ୍ତି ରେଖା ପ୍ରଥମେ ଓଡ଼ିଆ ଟେଲିଭିଜନ ଜଗତ ର ଅଭିନୟ  ରେ ପାଦ ଥାପିଥିଲେ ତା ପରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ପ୍ରେମାନନ୍ଦ ତାଙ୍କ ଉପରେ ଭଲ ଅସ୍ଥା ପ୍ରକଟ କରି ତାଙ୍କୁ ଦର୍ଶକ ଙ୍କ ଆଗରେ ଜଣେ ସୁନାମ ଧନ୍ୟ ଗାୟିକା କରି ବାହାର କରିଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *