ଦେଖନ୍ତୁ ବିବାହ ପରେ ଅର୍ଚ୍ଚିତା ଓ ସବ୍ୟ ଭିଡ଼ିଓ ରେ ଏମିତି କହିଲେ ଫାନ୍ସ ମାନଙ୍କୁ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଅର୍ଚ୍ଚିତା ଏବଂ ସଭ୍ୟସାଚୀ ଙ୍କ ବାହାଘର ସମୟ ର କିଛି ଫୋଟୋ ଏବଂ ଭିଡ଼ିଓ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବହୁ ସମୟ ର ଅନ୍ତଃ ଘଟାଇ ଓଲିଉଡ ଇଣ୍ଡଷ୍ଟ୍ରି ର ଦୁଇ ସୁପରଷ୍ଟାର ଅର୍ଚ୍ଚିତା ଏବଂ ସଭ୍ୟସାଚୀ ବିବାହ କରିଛନ୍ତି । ତେବେ ଯାହାର ଅପେକ୍ଷା ରେ ସାରା ଓଡିଶା ଚାହିଁ ରହିଥିବା ବେଳେ ସେମାନେ ଓଡିଶା ଠାରୁ ବୋହୁ ଦୂରରେ ରାଜସ୍ଥାନ ରେ ବାହା ହୋଇଛନ୍ତି । ତେବେ ଓଡ଼ିଶାର ଲୋକ ମାନେ ସେମାନଙ୍କ ବାହାଘର ର ସମସ୍ତ ଅପଡେଟ କୁ ଚାତକ ଭଳି ଚାହିଁ ରହିଛନ୍ତି । ତେବେ  ରାତି ୯ଟା ବେଳେ ନିଜ ବିବାହ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସବ୍ୟର୍ଚ୍ଚିତା। 

 

ଏହାର  ପ୍ରାୟ ୫ ଘଣ୍ଟା ପୂର୍ବେ ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରି ଅର୍ଚ୍ଚିତାଙ୍କ ଉଦ୍ଦେଶ୍ୟରେ ସବ୍ୟ ଲେଖିଛନ୍ତି, ‘‘ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର।’’ ପ୍ରଥମେ ସବ୍ୟର୍ଚ୍ଚିତାଙ୍କ ହଳଦୀ ପର୍ବର ଫଟୋ, ତା’ପରେ ବରକନ୍ୟା ଭାବେ ସଜେଇ ହୋଇଥିବାର ଫଟୋ ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା। ଦୁହିଁଙ୍କ ବିବାହ ରାଜସ୍ଥାନର ଏକ ହେରିଟେଜ୍ ହୋଟେଲରେ ହେଉଥିବା ଚର୍ଚ୍ଚା ହେଉଛି।

 

ବିବାହ ନେଇ ସବ୍ୟସାଚୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ସମ୍ପର୍ଣ୍ଣ ହୋଇଛି ତାହାର ସବିଶେ‌ଷ ସୂଚନା ଦେଇନାହାନ୍ତି ସବ୍ୟର୍ଚ୍ଚିତା। ଗତକାଲି ପ୍ରିୱେଡିଂ ଫଟୋସୁଟ୍ ଭଳି ପ୍ରତୀୟମାନ ହେଉଥିବା ଫଟୋ ସହ ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ସବ୍ୟସାଚୀ ।

 

ଏହା ଛଡା ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥରେ  ସଭ୍ୟ ଏବଂ ଅର୍ଚ୍ଚିତା ଏବଂ ତାଙ୍କର କିଛି ସାଙ୍ଗମାନେ ମିଶି ପାର୍ଟି କରୁଥିବାର ଆପଣ ଦେଖିବାକୁ ପାଇବେ । ଏହା ଛଡା ଏହି ଭିଡିଓ ରେ ଅର୍ଚ୍ଚିତା କ୍ୟାମେରା ଧରିଥିବା ସହ ଏକ ଇଂସ୍ଟଗ୍ରାମ ରିଲସ ଏକ ଭିଡ଼ିଓ ଶୁଟିଂ କରୁଥିଲେ । ଯେଉଁଥିରେ ସେ ଏକ ଫନି ବା ମଜାଳିଆ ଟପିକ ଉପରେ ଭିଡ଼ିଓ ଶୁଟିଂ କରିଥିଲେ। ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *