ଦେଖନ୍ତୁ ବିବାହ ପରେ ଆୱାର୍ଡ ସୋ ରେ ନଜର ଆସିଲେ ସଭ୍ୟ ଏବଂ ଅର୍ଚ୍ଚିତା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସଭ୍ୟ ଏବଂ ଅର୍ଚ୍ଚିତା ଵାହଘର ପରେ ନଜର ଆସିଥିବା ଏକ ଆୱାର୍ଡ ସୋ  ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଗତ ସୋମବାର ଦିନ ଉଭୟ ହିରୋ ଏବଂ ହିରୋଇନ ଙ୍କ ର ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ସମାପନ ହୋଇଥିଲା । ଯାହାକୁ ନେଇ ସାରା ଓଡିଶା ବାସୀ ଆଶ୍ଚଯ୍ୟ ର ସହିତ ଅନାଇ ବସିଥିଲେ । ତାହା ସତ ହେଲା । ତେବେ ଏହା ପରେ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା  ନିଜର ବହୁତ ଅନ୍ତରଙ୍ଗ ମୁହୂର୍ତ୍ତ ରାଜସ୍ଥାନ ରେ ବିତାଇବା ପରେ ଓଡିଶା କୁ ଫେରି ଥିଲେ । 

 

ତେବେ ସେମାନେ ଫେରିବା ପରେ ବହୁ ସ୍ଥାନ କୁ ବୁଲାବୁଲି କରିବା ସହ ପ୍ରଥମ ଥର ପାଇଁ ଉଭୟ ଯୋଡି ଏକ ଆୱାର୍ଡ ସୋ ରେ ନଜର ଆସିଥିଲେ । ତେବେ ଦର୍ଶକ ମାନେ ଦୁହିଁ ଙ୍କ ର ଏକ ନୂତନ ଫିଲ୍ମ କୁ ଅନାଇ ବସିଥିବା ବେଳେ । ଅର୍ଚ୍ଚିତା ବର୍ତ୍ତମାନ ସମୟରେ କୌଣସି ଫିଲ୍ମ କରିବେ ନାହିଁ ବୋଲି ମନା କରିଦେଇଛନ୍ତି । ତେବେ ଆଗକୁ ଦେଖନ୍ତୁ କଣ ହେଉଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *