ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭୂମିକା ନିଜ ଭାଇ ବାହାଘର ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ତ ଓଲିଉଡ ର ସୁପରଷ୍ଟାର ଭୂମିକା ଦାସ ଙ୍କୁ ତ ଆପଣ ମାନେ ଭଲ ଭବରେ ଜାଣିଥିବେ । ତେବେ ଭୂମିକା ଦାସ ଓଲିଉଡ ସବୁଠାରୁ କୁନି ହିରୋଇନ ଭାବେ ଓଡ଼ିଶାର ଲୋକ ମାନେ ଜାଣିଛନ୍ତି । ତେବେ ସେ ତାଙ୍କର ଆକ୍ଟିଙ୍ଗ କରିବାର ଯେଉଁ ଇଚ୍ଛା ଶକ୍ତି ସାହାସ ଏବଂ ମନୋବଳ ଆଜି ତାଙ୍କୁ ଏଟେ କମ ବୟସରେ ଆଣି ଏଭଳି ଏକ ସ୍ଥାନ ରେ ପହଞ୍ଚାଇ ପାରିଛି ।
ତେବେ ଭୂମିକା ନିଜର ଭାଇ ବାହାଘର ରେ ଏକ ଜବର ଦସ୍ତ ଡ୍ୟାନ୍ସ କରିଥିଲେ । ତେବେ ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ତେବେ ଭୂମିକା ଏକ ନାଲି ରଙ୍ଗ ର ଗାଉନ ପିନ୍ଧିବା ସହ ବଲିଉଡ ଗୀତ ରେ ଯେଉଁ ଠୁମକା ଲଗାଇଥିଲେ । ତାହା ଦେଖିବା ଭଳିଆ । ତେବେ ଆପଣ ମାନେ ଯଦି ଭୂମିକା ଙ୍କ ଏହି ଆନ୍ଦାଜ କୁ ଭଲ ପାଆନ୍ତି ତେବେ ଆମ୍ଭକୁ ନିଶ୍ଚୟ କମେଣ୍ଟ କରି କହିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।