ଦେଖନ୍ତୁ ଭିଡିଓ ରାନୀ ପଣ୍ଡା ଙ୍କ ଓଡିଶା ବାହାରେ ପ୍ରଥମ ବାର ଡ୍ୟାନ୍ସ ଭିଡିଓ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଓଡିଶା ଜଗତର ହଟ ଡ୍ୟାନ୍ସର ରାଣୀ ପଣ୍ଡା ଙ୍କ ନୂଆ ଡ୍ୟାନ୍ସ ଭିଡ଼ିଓ ବିଷୟରେ ଆଉ ଡ୍ୟାନ୍ସ ଦେଖିବା ମଧ୍ୟ…

ରାନୀ ପଣ୍ଡା ଯାହାଙ୍କ ନାଁ ଆସିଲେ ସବୁବେଳେ ବିବାଦ କଥା ମନେ ପଡ଼ିଥାଏ । ଖାଲି ବିବାଦ ନୁହେଁ ରାନୀ ପଣ୍ଡା ମଧ୍ୟ କରନା ଭଳି ମହାମାରୀ ସମୟରେ ବହୁତ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚା ରେ ରହିଥିଲେ । ରାନୀ ପଣ୍ଡା ଯାତ୍ରା ଜଗତରେ ବି ବିବାଦରେ ରହିଥିଲେ ।

କିଛି ଦିନ ତଳେ ଓଡିଶା ଯାତ୍ରା କଳାକାର କିଛି ଓ ରାନୀ ପଣ୍ଡା ଯାତ୍ରା କୁ ଅନୁମତି ପାଇଁ ଜୋର ସୋର ରେ ପ୍ରତି ବାଦ କରିଥିଲେ । ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ଓ ଯାତ୍ରା ମହଲରୁ ରାନୀ ପଣ୍ଡା ଙ୍କୁ ତୀବ୍ର ପ୍ରତିବାଦ ହୋଇଥିଲା ରାନୀ ପଣ୍ଡା ଙ୍କୁ ଓ ଯାତ୍ରା ର ବଡ଼ କଳାକାର ମାନଙ୍କ ସହିତ ଝଗଡା ମଧ୍ୟ ହୋଇଥିଲା । ଏହି କେଶ ରେ ରାନୀ ପଣ୍ଡା ପ୍ରଥମ ଥର କାନ୍ଦିଥିଲେ ମିଡ଼ିଆ ସାମ୍ନାରେ …

ଯାହା ଜଣା ପଡୁଛି ରାନୀ ପଣ୍ଡା ଆଉ ଓଡିଶା ଫେରିବେନି କାରଣ ସେ ଓଡିଶା ଛାଡି ଗଲା ବେଳେ କହି ଯାଇଛନ୍ତି ଯେ ଆଉ ସେ ଓଡିଶା ବାସୀ ଙ୍କୁ ହଇରାଣ କରିବେ ନାହିଁ ଆସନ୍ତୁ ଦେଖିବା ରାନୀ ପଣ୍ଡା ଙ୍କ ରାନୀ ପଣ୍ଡା ଙ୍କ ଓଡିଶା ବାହାରେ ବାର ଡ୍ୟାନ୍ସ ଭିଡିଓ…

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *