ଦେଖନ୍ତୁ ଭିଡିଓ : ରାନୀ ପଣ୍ଡା ଓଡିଶା ଛାଡି ଯିବା ପରେ କେମିତି ରହୁଛନ୍ତି ଦେଖନ୍ତୁ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ରାଣୀ ପଣ୍ଡା ଓଡ଼ିଶାର ଯାତ୍ରା ଜଗତ କୁ ଛାଡି କୁଆଡେ ଗଲେ କଣ କରୁଛନ୍ତି ଜାଣନ୍ତୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ଦରଦୀ ବନ୍ଧୁ ତଥା ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କୁ ଅଳ୍ପ ବହୁତ ଜାଣିଥିବେ । ତେବେ ସେ ଓଡ଼ିଶା ରେ ଖଣ୍ଡଗିରି ଯାତ୍ରା ଜଗତରୁ ଚର୍ଚ୍ଚିତ ହୋଇଥିଲେ । ଏହା ପରେ ସେ ବହୁ ଲୋକଙ୍କ ଅସୁବିଧା ସମୟ ରେ ଲୋକ ମାନଙ୍କ ସହ ମଧ୍ୟ ଠିଆ ହୋଇଥିଲେ । କିନ୍ତୁ ଓଡ଼ିଶାର କେତେକ ଲୋକ ତଥା ତାଙ୍କ ଇଣ୍ଡଷ୍ଟ୍ରି ର ଲୋକ ମାନେ ତାଙ୍କର ଏହି ଉନ୍ନତି ସହି ପାରିଲେ ନାହିଁ । 

 

ଏବଂ ସଦା ସର୍ଵଦା ତାଙ୍କ ସହ ଲାଗିଲେ ଯାହା ଫଳରେ ସେ ଓଡିଶା ଛାଡି ଚାଲିଯାଇଥିବାର ସେ ଭାଇରାଲ କରିଥିବା ଏକ ଭିଡିଓ ରେ କହିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସେ ଯାହାକୁ ମନ ଦେଇ ଭଲ ପାଉଥିଲେ ସେ ତାଙ୍କୁ ସ୍ୱିକାର ନ କରିବାରୁ ମଧ୍ୟ ସେ ଓଡିଶା ଛାଡିଥିବାର ସେହି ଭିଦିଓ ରୁ ଜଣା ପଡୁଛି ।

 

 ତେବେ ଆହୁରି ମଧ୍ୟ ସେ ବଲିଉଡ଼ ରେ ଆଇଟମ ଡ୍ୟାନ୍ସର ହେବାର ଯେଉଁ ଇଚ୍ଛା ପୁର୍ଣ କରିବା ପାଇଁ ଓଡିଶା ଛାଡି ଥିବାର ସେ କହିଛନ୍ତି । ତେବେ ସେ ଓଡିଶା ଛାଡି ମୁମ୍ବାଇ ଯାଇ ସେଠାରେ ସେ ପୂର୍ବ ଭଳି ବାର ରେ ଡ୍ୟାନ୍ସ କରିବା ସହ ନିଜ ର ସ୍ବପ୍ନ କୁ ସାକାର କରିବା ପାଇଁ ଅଗ୍ରସର ହେବେ ବୋଲି ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଥିବା ଭିଡିଓ ରୁ ସ୍ପଷ୍ଟ ଜଣା ପଡୁଛି  । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *