ଦେଖନ୍ତୁ ଭିଡ଼ିଓ : ଓଡ଼ିଆ ଆକ୍ଟେଟ୍ରେସ ଜ୍ୟାକଲିନ ପରିଡା ଏବଂ ତାଙ୍କ ଵଏଫ୍ରେଣ୍ଡ ଓଡ଼ିଆ ଆକ୍ଟର ଅରବିନ୍ଦ ଙ୍କ ଫୁଲବାଣୀ କଳିଙ୍ଗ ଘାଟି ରେ ଡ୍ୟାନ୍ସ  ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଆକ୍ଟେଟ୍ରେସ ଜ୍ୟାକଲିନ ପରିଡା ଏବଂ ତାଙ୍କ ଵଏଫ୍ରେଣ୍ଡ ଓଡ଼ିଆ ଆକ୍ଟର ଅରବିନ୍ଦ ଙ୍କ ଫୁଲବାଣୀ କଳିଙ୍ଗ ଘାଟି ରେ ଡ୍ୟାନ୍ସ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଜ୍ୟାକଲିନ ହେଉଛନ୍ତି ଜଣେ ଓଡ଼ିଆ ଆକ୍ଟର ,ରେଡ଼ିଓ ଏବଂ ବିଭିନ୍ନ କମ୍ପାନୀ ର ବ୍ରାଣ୍ଡ ଆମ୍ବସେଟର ମଧ୍ୟ ଅଛନ୍ତି । ସେ ୧୨ ନଭେମ୍ବର ୧୯୯୮ ରେ କଟକ ରେ ଜନ୍ମ ଗ୍ରହଣ କରିଥିଲେ । ସେ ‘କିଏ ହେବ ମୋ ହିରୋଇନ’ ରୁ ସିଲେକ୍ଟ ହୋଇ ତରଙ୍ଗ ରେ ବିଭିନ୍ନ ସିରିଏଲ ରେ ଆକ୍ଟିଙ୍ଗ କରୁଥିଲେ । ଏହା ପରେ ତାଙ୍କର ତରଙ୍ଗ ର ଆଉ ଜଣେ ଆକ୍ଟର ଅରବିନ୍ଦ ଙ୍କ ସହ ଦେଖା ହେବା ପରେ ତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । 

 

ଏବେ ସେମାନେ ଲିଭିଙ୍ଗ ରିଲେସନ ସିପ ରେ ରହୁଛନ୍ତି । ଏହା ଛଡା ସେ ଏହି ନୂଆ ବର୍ଷ ସେଲିବ୍ରେସନ କରିବାକୁ ଫୁଲବାଣୀ ର କଳିଙ୍ଗ ଘାଟି ବୁଲିବାକୁ ଯାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଦୁହେଁ କିଭଳି ଭାବେ ସାଥି ହୋଇ ମାହୋଲ କୁ ଉପଭୋଗ କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *