ଦେଖନ୍ତୁ ଭିଡ଼ିଓ : କଲେଜ ଛାତ୍ର ଛାତ୍ରୀ କେଉଁ ଭଳି ଅବସ୍ତାରେ ଗାଁ ଲୋକଙ୍କ ଧରପଡିଲେ । ଆପଣ ଦେଖିଲେ ଆପଣଙ୍କୁ ମଧ୍ୟ ଲଜ୍ୟା ଲାଗିବ….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ଆଜି ଆମେ ଦେଖିବା ଏହି ଭିଡ଼ିଓ ଯେଉଁ ଭିଡ଼ିଓ ରେ ଆପଣମାନେ ଦେଖିବାକୁ ପାଇବେ କଲେଜ ଛାତ୍ରୀ ଙ୍କ କଳା କାରନାମା । ଆସନ୍ତୁ ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ କିଛି ଜାଣିନେଵା ।

ମଦ ଏକ ଶରୀର ପାଇଁ ବହୁତ ଖରାପ ଓ ଶୀଘ୍ର ମୂର୍ତ୍ତୃ ର କାରଣ କିନ୍ତୁ ଆମେ ଏହାକୁ ଜାଣିବା ପରେ ମଧ୍ୟ ଆମେ ମଦ କୁ ପିଉଥାଉ । ଆଜି ଆମେ ଏ ଯେଉଁ ଘଟଣା ଦେଖିବେ ଏହା ଏକ ଆଶ୍ଚର୍ଯ୍ୟ ଓ ନିନ୍ଦନୀୟ ଘଟଣା । ବାପ ମା ଆମକୁ କଲେଜ ବା ସ୍କୁଲ ରେ ଶିକ୍ଷା ଆରୋହଣ ପାଇଁ ପଠେଇଥାନ୍ତି । ଯଦି ଆମେ ଏହାର ଦୁରୂପଯୋଗ କରିବା ଏହା ଆମ ଆଗାମୀ ଭବିଷ୍ୟତ ରେ ଭୋଗିବାକୁ ହି ପଡିବ । ଆପଣ ମାନେ ଦେଖିବାକୁ କଲେଜ ଛାତ୍ର ମାନେ ଦୁଇ ଝିଅ ଦୁଇ ପୁଅ ଜଙ୍ଗଲ ଭିତରେ ମଦ ପିଏଥିଲେ । ଦୁଇ ଝିଅ ବି ସେ ପୁଅ ମାନଙ୍କ ସହ ପିଏଥିଲେ । ପିଇ ସାରିବା ପରେ ଏତେ ନିଶା ହୋଇ ଯାଇଥିଲା କି ଝିଅ ମାନେ ଟଳୁ ଥିଲେ । ଏହାକୁ ଦେଖି ପାଖ ଲୋକ ମାନେ ଘେରି ଯାଇଥିଲେ ଓ ଯୁବକ ଯୁବକ ମାନଙ୍କୁ ମଧ୍ୟ ଗାଳି କରିଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ….

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *