ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ଆଜି ଆମେ ଦେଖିବା ଏହି ଭିଡ଼ିଓ ଯେଉଁ ଭିଡ଼ିଓ ରେ ଆପଣମାନେ ଦେଖିବାକୁ ପାଇବେ କଲେଜ ଛାତ୍ରୀ ଙ୍କ କଳା କାରନାମା । ଆସନ୍ତୁ ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ କିଛି ଜାଣିନେଵା ।
ଆପଣ ମାନେ ମାନେ ଜାଣିଥିବେ ସାଧାରଣ ତ ଯୁବକ ମାନେ ଉପଭୋଗ ପାଇଁ ଟେନ୍ସନ ଦୂର ପାଇଁ ମଦ ପିଇଥାନ୍ତି । ମଦ ଦେହ ପାଇଁ ବହୁତ ଖେତି କାରକ ହୋଇଥିଲେ ମଧ୍ୟ ସବୁ ଜାଣି ସାରିବା ପରେ ବି କିଛି ମୁହୂର୍ତ ର ସୁଖ ପାଇଁ ଆମେ ଆମ ଶରୀର କୁ ମୂର୍ତ୍ତୃ ମୁଖକୁ ଠେଲି ଦେଇଥାଉ । ଆପଣ ମାନେ ଜାଣିଥିବେ କଲେଜ ପଢ଼ୁଥିବା ଯୁବ ଗୋଷ୍ଟି ମାନେ ଏବେ ସବୁଠୁ ଅବାଟ ରେ ଆଜି ଏହାର ଜ୍ୱଳନ୍ତ ଉଦାହରଣ ଆସନ୍ତୁ ଜାଣିବା । ଏହି ଭିଡ଼ିଓ ରେ
ବାପ ମା ଆମକୁ କଲେଜ ବା ସ୍କୁଲ ରେ ଶିକ୍ଷା ଆରୋହଣ ପାଇଁ ପଠେଇଥାନ୍ତି । ଯଦି ଆମେ ଏହାର ଦୁରୂପଯୋଗ କରିବା ଏହା ଆମ ଆଗାମୀ ଭବିଷ୍ୟତ ରେ ଭୋଗିବାକୁ ହି ପଡିବ । ଆପଣ ମାନେ ଦେଖିବାକୁ କଲେଜ ଛାତ୍ର ମାନେ ଦୁଇ ଝିଅ ଦୁଇ ପୁଅ ଜଙ୍ଗଲ ଭିତରେ ମଦ ପିଏଥିଲେ । ଦୁଇ ଝିଅ ବି ସେ ପୁଅ ମାନଙ୍କ ସହ ପିଏଥିଲେ । ପିଇ ସାରିବା ପରେ ଏତେ ନିଶା ହୋଇ ଯାଇଥିଲା କି ଝିଅ ମାନେ ଟଳୁ ଥିଲେ । ଏହାକୁ ଦେଖି ପାଖ ଲୋକ ମାନେ ଘେରି ଯାଇଥିଲେ ଓ ଯୁବକ ଯୁବକ ମାନଙ୍କୁ ମଧ୍ୟ ଗାଳି କରିଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ….
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।