ଦେଖନ୍ତୁ ଭିଡ଼ିଓ : କଲେଜ ଛାତ୍ରୀ ଙ୍କ କଳା କାରନାମା ର ଭାଇରଲ ଭିଡ଼ିଓ । ନିଆଁ ଭଳି ଭାଇରଲ ସୋସିଆଲ ମିଡ଼ିଆ ରେ ଏବେ…. ଦେଖନ୍ତୁ ଭିଡ଼ିଓ…

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ଆଜି ଆମେ ଦେଖିବା ଏହି ଭିଡ଼ିଓ ଯେଉଁ ଭିଡ଼ିଓ ରେ ଆପଣମାନେ ଦେଖିବାକୁ ପାଇବେ କଲେଜ ଛାତ୍ରୀ ଙ୍କ କଳା କାରନାମା । ଆସନ୍ତୁ ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ କିଛି ଜାଣିନେଵା ।

ଆପଣ ମାନେ ମାନେ ଜାଣିଥିବେ ସାଧାରଣ ତ ଯୁବକ ମାନେ ଉପଭୋଗ ପାଇଁ ଟେନ୍ସନ ଦୂର ପାଇଁ ମଦ ପିଇଥାନ୍ତି । ମଦ ଦେହ ପାଇଁ ବହୁତ ଖେତି କାରକ ହୋଇଥିଲେ ମଧ୍ୟ ସବୁ ଜାଣି ସାରିବା ପରେ ବି କିଛି ମୁହୂର୍ତ ର ସୁଖ ପାଇଁ ଆମେ ଆମ ଶରୀର କୁ ମୂର୍ତ୍ତୃ ମୁଖକୁ ଠେଲି ଦେଇଥାଉ । ଆପଣ ମାନେ ଜାଣିଥିବେ କଲେଜ ପଢ଼ୁଥିବା ଯୁବ ଗୋଷ୍ଟି ମାନେ ଏବେ ସବୁଠୁ ଅବାଟ ରେ ଆଜି ଏହାର ଜ୍ୱଳନ୍ତ ଉଦାହରଣ ଆସନ୍ତୁ ଜାଣିବା । ଏହି ଭିଡ଼ିଓ ରେ

ବାପ ମା ଆମକୁ କଲେଜ ବା ସ୍କୁଲ ରେ ଶିକ୍ଷା ଆରୋହଣ ପାଇଁ ପଠେଇଥାନ୍ତି । ଯଦି ଆମେ ଏହାର ଦୁରୂପଯୋଗ କରିବା ଏହା ଆମ ଆଗାମୀ ଭବିଷ୍ୟତ ରେ ଭୋଗିବାକୁ ହି ପଡିବ । ଆପଣ ମାନେ ଦେଖିବାକୁ କଲେଜ ଛାତ୍ର ମାନେ ଦୁଇ ଝିଅ ଦୁଇ ପୁଅ ଜଙ୍ଗଲ ଭିତରେ ମଦ ପିଏଥିଲେ । ଦୁଇ ଝିଅ ବି ସେ ପୁଅ ମାନଙ୍କ ସହ ପିଏଥିଲେ । ପିଇ ସାରିବା ପରେ ଏତେ ନିଶା ହୋଇ ଯାଇଥିଲା କି ଝିଅ ମାନେ ଟଳୁ ଥିଲେ । ଏହାକୁ ଦେଖି ପାଖ ଲୋକ ମାନେ ଘେରି ଯାଇଥିଲେ ଓ ଯୁବକ ଯୁବକ ମାନଙ୍କୁ ମଧ୍ୟ ଗାଳି କରିଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ….

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *