ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ ଅନୁଭବ ଏବଂ ବର୍ଷା ମଧ୍ୟ ରେ ହୋଇଥିବା ଏକ ଝଗଡା ର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଜାଣିଥିବେ ଓଡ଼ିଆ ଫିଲ୍ମ ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ବିଷୟ ରେ । ତେବେ ସେ ପରବର୍ତ୍ତୀ ସମୟ ରେ ରାଜନୀତି ରେ ପାଦ ଦେବା ପରଠାରୁ । ସତେ ଯେମିତି ତାଙ୍କ ଉପ ରେ ସମସ୍ୟା ର ପାହାଡ଼ ମଧ୍ୟ ରେ ଘେରି ରହିଛନ୍ତି । ତେବେ ବର୍ତ୍ତମାନ ର ବହୁ ଚର୍ଚ୍ଚିତ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷା ଙ୍କ ବିବାଦ ଯାହା ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଓଡ଼ିଆ ରାଜନୀତିକ ଜଗତ ରେ ଏକ ଚର୍ଚ୍ଚା ସୃଷ୍ଟି କରିଛି ।
ତେବେ ଆପଣ ଏହି ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ ଯେ ଅନୁଭବ ଏବଂ ବର୍ଷା ପରସ୍ପର ମଧ୍ୟରେ ଝଗଡା ଲାଗିଛନ୍ତି । ଏବଂ ଅନୁଭବ ତାଙ୍କର ଏହି ଝଗଡା ରେ ବର୍ଷା ଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ସେ ଅନୁଭବ କିପରି ସେ ତାଙ୍କ ସହ ରହିବେ । ଏବଂ ଏ ସବୁ ବନ୍ଦ କରିଦେବେ ସେ ନେଇ ତାଙ୍କୁ କହୁଛନ୍ତି । ଏହି ସବୁ କଥା ଆପଣ ଏହି ସବୁ ଭିଡ଼ିଓ ରେ ଦେଖିବାକୁ ପାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।