ଦେଖନ୍ତୁ ଭିଡ଼ିଓ : ଝାଉଁ ବଣରେ କେମିତି ଚାଲିଥିଲା କୁ କାମ । ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଖେଳି ଚାଲିଛି….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ଆଜି ଆମେ ଦେଖିବା ଏହି ଭିଡ଼ିଓ ଯେଉଁ ଭିଡ଼ିଓ ରେ ଆପଣମାନେ ଦେଖିବେ ଯୁବକ ଓ ଯୁବତୀ ଙ୍କ କାରନାମା । ଆସନ୍ତୁ ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ କିଛି ଜାଣିନେଵା ।

ଆଜିର ଯୁବ ସମାଜ ଏତେ ଖରାପ ଆଡକୁ ଯାଉଛନ୍ତି ଯେ ସେ କଥା ଆପଣ ମାନେ ଭଲସେ ଜାଣିଛନ୍ତି । ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖୁଥିବେ ବହୁତ ଯୁବକ ଯୁବତୀ ଙ୍କ କଳା କାରନାମା ବିଷୟରେ ମଦ ସାଧାରଣ ତ ପୁରୁଷ ମାନେ ପିଇଥାନ୍ତି ହେଲେ ଆଜିର ଭିଡ଼ିଓ ରେ…

ଆପଣମାନେ ଦେଖିବେ ଦୁଇ ଜଣ ଯୁବକ ସହ ଜଣେ ଯୁବତୀ ଜଙ୍ଗଲ ଭିତରେ କିଛି କୁ କାମ କରୁଥିଲେ । ଏହାକୁ କିଛି କଲେଜ ପିଲା ଭିଡ଼ିଓ କରିଥିଲେ ସେମାନେ ପଚାରିଥିଲେ ଯେ ଏଠାରେ ତମମାନଙ୍କର କଣ ଚାଲିଛି ହେଲେ ଯୁବତୀ ଜଣଙ୍କ ସାଙ୍ଗେ ସାଙ୍ଗେ ସେ ଯୁବକ ମାନଙ୍କୁ ନାଲି ଆଖି ଦେଖଉ ଥିଲେ । ଯାହା ଶେଷରେ ଜଣାପଡିଥିଲା ଯୁବତୀ ଜଣଙ୍କ ନିଶାରେ ଥିଲେ ! ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

 

Leave a Reply

Your email address will not be published. Required fields are marked *