ଦେଖନ୍ତୁ ଭିଡ଼ିଓ : ନିଜ ଭିଡ଼ିଓ ନିଜେ ଭାଇରଲ କରିଦେଲେ କଲେଜ ଛାତ୍ରୀ ରାଗରେ ….ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଦେଖେଇବୁ କାହିଁକି ଏହି କଲେଜ ଛାତ୍ରୀ ନିଜ ଭିଡ଼ିଓ ନିଜେ ଭାଇରଲ କଲେ ଓ ଏହାର କାରଣ କଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢିଲେ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି ଘଟଣା ଟି ଘଟିଛି ମାଲକାନଗିରି କଲେଜ ରେ କିନ୍ତୁ ଛାତ୍ରୀ ଙ୍କ ଘର ହେଉଛି ଯାଜପୁର ।  କଲେଜ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହେଲେ ଅତ୍ୟଧିକ ଶିକ୍ଷିତ ସେମାନଙ୍କ ଦ୍ୱାରା ଏହି ଅତ୍ୟାଚାର ଭଳି ଖରାପ କାର୍ଯ୍ୟ ହୁଏ ନାହିଁ । କିନ୍ତୁ କାହ୍ନିକି ଓ କିଭଳି ଏହି ଭୁଲ କେଉଁ ଅଂଚଳ ରେ ହୋଇଥିବାର ଆପଣ ମାନେ ଭାବୁଥିବେ । ତେବେ ଏହା ହେଉଛି ମାଲକାନଗିରି ଜିଲ୍ଲା ରେ ପଢ଼ୁଥିବା ଯାଜପୁର ର ଏକ ଝିଅ ର ହୃଦୟ ବିଦାରକ କାହାଣୀ ।

 

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଝିଅ ଟି କିଭଳି ଭାବେ ନିଜର କଲେଜ ର ଶିକ୍ଷକ ଙ୍କ ଦୁଆର ପୀଡିତ ହେଉଛି । ତାହା ସେ ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଭାଇରଲ କରିଛି । ଯେଉଁଥିରେ ସେ ନିଜ ଅଜା ଆଇ ପାଖରେ ରହି ପଢୁଛି ଓ ତା ଉପରେ କଲେଜ ର ଶିକ୍ଷକ ମାନେ ଆତ୍ୟାଚାର କରିଛନ୍ତି । ତାହା ଆପଣ ମାନେ ଏହି ଭିଡ଼ିଓ ଦେଖିଲେ ହି ଜାଣିପାରିବେ । ଦେଖନ୍ତୁ ଭିଡ଼ିଓ

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *