ଦେଖନ୍ତୁ ଭିଡ଼ିଓ : ପରି କେସ ରେ ନୂଆ ଖୁଲାସା । ପରି ର ସାଙ୍ଗମାନେ କହିଲେ କେମିତି ପରିକୁ ନେଇ ହତ୍ୟା କଲେ

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ପରି ର ସାଙ୍ଗମାନେ କେମିତି ପରି କୁ ଅତି ନୁରସନ୍ସ ଭାବରେ ହତ୍ୟା କରିଛନ୍ତି ସବୁ କହିଛନ୍ତି ।

ପରି ହତ୍ୟା ଆଜି କୁ ୫ ମାସ ବିତିଯାଇଥିଲେ ବି କୌଣସି ସାକ୍ଷୀ ପ୍ରମାଣ ଠିକ ସେ ମିଳି ପାରିନାହିଁ । ପରି ପାଇଁ ନ୍ୟାୟ ସାରା ଦେଶରେ ତେଜି ଚାଲିଛି ଓ ରାଜ୍ୟ ସରକାର SIT ଟିମ କୁ ଦାଇତ୍ୱ ଦେଇ ଛନ୍ତି । ପରି ର ମା ବାପା କହିବା ହିସାବରେ ବାବୁଲି ଓ ଅରୁଣ ସହ ଦୁଇଜଣ ସମ୍ପୃକ୍ତ ଏହି କେସ ରେ । କିନ୍ତୁ SIT ତଦନ୍ତ କାରୀ ଟିମ ତନାଘନା ଆରମ୍ଭ କରି ଦେଇଛନ୍ତି ପରି ର ହତ୍ୟା କାରୀ କୁ ଧରିବା ପାଇଁ । ଠିକ ସେତିକି ବେଳେ ପରି ର ସାଙ୍ଗମାନେ

ଯେଉଁମାନେ ପରି ସହ ଘଟଣା ଘଟିଥିବା ସ୍ଥଳରେ ଉପସ୍ଥିତ ଥିଲେ । ପରି ର ସାଙ୍ଗମାନେ କହିଛନ୍ତି ଯେ ପରି ସେଦିନ ଆମ ସହ ଖେଳୁଥିଲା ସେମାନେ ଆସି ପରି କୁ ନେଇଗଲେ ଆଉ ଚକଲେଟ ତା ପାଟିରେ ପୁରେଇ ଦେଲେ ଓ ତାକୁ କେମିକାଲ ଦ୍ୱାରା ମାରିଦେଲେ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *