ଦେଖନ୍ତୁ ଭିଡ଼ିଓ : ପରି ର ଆତ୍ମା ମହିଳା ଙ୍କ ଦେହରେ ଲାଗି କହିଲା କେମିତି ହତ୍ୟା କରିଛନ୍ତି । ଦେଖନ୍ତୁ ଏହି LIVE ଭିଡ଼ିଓ….ଦେଖିଲେ…

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆସନ୍ତୁ ଦେଖିବା କୁନି ଝିଅ ପରି ର ଆତ୍ମା କେମିତି ଜଣେ ମହିଳାଙ୍କ ଦେହରେ ଲାଗି କିପରି ହତ୍ୟା କରିଛନ୍ତି ତାକୁ ସବୁ ଓଗାଳିଛି ଆସନ୍ତୁ ଏହି ଭିଡ଼ିଓ ଦେଖିବା ପୂର୍ବରୁ ଏହି ବିଷୟରେ କିଛି ଅଧିକ ଜାଣିନେବା…

ପରି ଏକ କୋମଳ ନିଷ୍ପାପ ୫ ବର୍ଷ ର ଝିଅଟିଏ ଏ ଦୁନିଆ କଣ ଭଲସେ ଜାଣିନଥିବା ଝିଅ ଟିଏ ଆଜି ସେ ଦୁନିଆ ରେ ନାହିଁ । ଅତି ନିର୍ଦୟ ଓ ନୃଶଂସ ଭାବରେ ତାକୁ ହତ୍ୟା କରି ୧୦ ଦିନ ପରେ ତା ନିଜ ଘର ର ବାଡ଼ି ଆଗରେ ତା ହାଡ କୁ ଅଖା ରେ ପୁରେଇ ଫିଙ୍ଗି ଦେଲେ । ଏବେ ହତ୍ୟା ପରେ ବା ହତ୍ୟା ପୂର୍ବରୁ କଣ ଅମାନୁଷିକ କାର୍ଯ୍ୟ କରିଛନ୍ତି ତାହା ଜଣାପଡିନାହିଁ । ଜଣାପଡିବ କି ନାହିଁ ଠିକ ନାହିଁ କାରଣ ହତ୍ୟା କରିଥିବା ଦୁର୍ବୁତ ମାନେ କେମିକାଲ ସାହାଯ୍ୟ ରେ ପରିର ଦେହ କୁ ଏମିତି ପାଚେଇ ଦେଇଛନ୍ତି ଯେ ହାଡ ଛଡା ଆଉ କିଛି ନାହିଁ । ଏବେ ପରି ର ନ୍ୟାୟ ପାଇଁ #JUSTICFORPARI ର ନାରା ଖାଲି ଓଡିଶା ନୁହେଁ ସାରା ଦେଶରେ ବ୍ୟାପି ସରିଛି । କିଏ ମାରିଛି ଏହାର ପ୍ରମାଣ ମିଳି ପାରିନାହିଁ ଠିକ ସେତିକି ବେଳେ ପରି ର ଆତ୍ମା…

ଜଣେ ସ୍ତ୍ରୀ ଲୋକ ଦେହରେ ଲାଗି କହିଛି ଯେ ମୁଁ ଖେଳୁଥିଲି ମତେ ଟେକି ନେଇଗଲେ ମୋ ଆଖି ବନ୍ଦ କରିଦେଲେ ମୋତେ ଚିପିଦେଲେ ମତେ ପାଣି ଭିତରେ ପକେଇ ଓ ଆହୁରି ଅନେକ କଥା ମଧ୍ୟ କହିଛି ଆପଣ ତଳେ ଥିବା LIVE ଭିଡ଼ିଓ ଦେଖିଲେ ସବୁ ଜାଣିପାରିବେ ….

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *