ଦେଖନ୍ତୁ ଭିଡ଼ିଓ : ପରି ର ଭୁତ କହିଲା ପୁରା ହତ୍ୟା ର କାହାଣୀ । ଥରେ ଦେଖିଲେ ଛାତି ଫାଟିଯିବ….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆସନ୍ତୁ ଦେଖିବା ପରି ର ପ୍ରେତ ଆତ୍ମା କେମିତି ଜଣକ ଦେହରେ ଲାଗି କିପରି ମୂର୍ତ୍ତୃ କେମିତି କରିଲେ ସବୁ କହିଛି ଆସନ୍ତୁ ଏହି ଭିଡ଼ିଓ ଦେଖିବା ପୂର୍ବରୁ ଏହି ବିଷୟରେ କିଛି ଜାଣିନେବା…

ପରି ଏକ କୋମଳ ଦୁନିଆ କୁ ଭଲସେ ଜାଣିନଥିବା ଝିଅ ଟିଏ ଆଜି ସେ ଦୁନିଆ ରେ ନାହିଁ । ଅତି ନୁରସନ୍ସ ଭାବରେ ମାରି ୧୦ ଦିନ ପରେ ତା ଘର ବାଡ଼ି ଆଗରେ ତା ହାଡ କୁ ଅଖା ରେ ପୁରେଇ ଫିଙ୍ଗି ଦେଲେ । ଏବେ ପରି ର ନ୍ୟାୟ ପାଇଁ ସାରାଦେଶରେ #JUSTICFORPARI ର ନାରା ଲାଗିଛି କିନ୍ତୁ କିଏ ମାରିଛି ଏହାର ପ୍ରମାଣ ମିଳି ପାରିନାହିଁ ଠିକ ସେତିକି ବେଳେ ପରି ର ଆତ୍ମା…

ଜଣେ ସ୍ତ୍ରୀ ଲୋକ ଦେହରେ ଲାଗିଛି ଓ କହିଛି ଯେ ମୁଁ ଖେଳୁଥିଲି ମତେ ଟେକି ନେଇଗଲେ ମୋ ଆଖି ବନ୍ଦ କରିଦେଲେ ମତେ ପାଣି ଭିତରେ ପକେଇ ଦେଲେ ଅଧିକ ଏହି ବିଷୟରେ ଜାଣିବା ପାଇଁ ଏହି ଭିଡ଼ିଓ ଆପଣ ମାନେ ଦେଖନ୍ତୁ….

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *