ଦେଖନ୍ତୁ ଭିଡ଼ିଓ : ବନ୍ଦ କୋଠରୀ ରେ ଝିଅ ମାନେ ମିଶି କରୁଥିଲେ କିଛି ଏଭଳି କାମ । ମା ଦେଖିଲା ପରେ ଚପଲ ରେ ବାଡେଇଲେ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ମା ନିଜ ଝିଅ ମାନେ ବନ୍ଦ କରି ରୁମ ଭିତରେ ଏଭଳି କିଛି କାମ କରୁଥିଲେ ଯାହା କୁ ମା ଦେଖିଲା ପରେ ଚପଲ ରେ ବାଡେଇଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଜାଣିଛନ୍ତି ଛୁଆ ମାନେ ଭୁଲ କଲେ ବାପ ମା ମାନେ ଶାସ୍ତି ଦିଅନ୍ତି । କାରଣ ଛୁଆ ମାନେ ସୁଧୁରିଯିବେ । ବେଳେ ବେଳେ ବାପ,ମା  ମାନେ ଛୁଆ ମାନଙ୍କୁ ବିନା କଥାରେ ମାରନ୍ତି । କାରଣ ସେମାନେ ଭାବନ୍ତି କି ପିଲା ମାନେ କିଛି ଭୁଲ କରୁଛନ୍ତି । କିନ୍ତୁ ବାସ୍ତବରେ ସେଟା ଠିକ ଥିଲେ ମଧ୍ୟ ଆପଣଙ୍କୁ ମାଡ଼ ଖାଇବାକୁ ପଡିଥାଏ । ସେଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । 

 

ଆପଣ ମାନେ ଏଥିରେ ଦେଖିବାକୁ ପାଇବେ ଦୁଇ ଝିଅ କୋଠରୀ ଭିତରେ ଥିବା କ୍ୟାମେରାରେ ଏକ ଟ୍ୱର୍କିଙ୍ଗ ଡ୍ୟାନ୍ସ କରୁଥିଲେ । ସେ ପୁରା ସଙ୍ଗୀତ ମଧ୍ୟରେ ନାଚୁଥିଲେ । ହଠାତ୍ ତାଙ୍କ ମା ରୁମ୍ ଭିତରକୁ ଆସିବା ପରେ ମୋଡ଼ ଆସେ । ନୃତ୍ୟ ମଧ୍ୟରେ ଝିଅ ମାନଙ୍କ  ମା’ଙ୍କ ପ୍ରବେଶ । ଝିଅମାନେ ମାଙ୍କୁ ଦେଖନ୍ତି ନାହିଁ । ମା ଝିଅମାନଙ୍କର ନୃତ୍ୟ ଦେଖିବା ମାତ୍ରେ ସେ ଚିନ୍ତା ନକରି ନିଜ ଚପଲ କାଢି ବାଡେଇବା ଆରମ୍ଭ କଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *