ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଓ ଦେଖିବା ପରି ର କେଉଁ ମାରିବା ପୂର୍ବର ଭିଡ଼ିଓ ଭାଇରଲ ହେଉଛି । ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ କିଛି ଜାଣିନେଵା….
ପରି ୫ ବର୍ଷ ର ନିରୀହ ଝୁଅ ଟେ ତାକୁ ମାରି ତା ହାଡ କୁ ଅଖାରେ ପୁରେଇ ତା ନିଜ ବାରିଆଡ଼େ ପକେଇଦେଲେ । କଣ ଗରିବ ଲୋକଙ୍କୁ ନ୍ୟାୟ ନାହିଁ ସେ ସବୁ ଚଳିବ ନାହିଁ ପରି ପାଇଁ #JUSTICEFORPARI ର ନାରା ପୁରା ଦେଶ ବ୍ୟାପି ସରିଛି ଠିକ ଏତିକି ବେଳେ ପରି ର ଏକ ଭିଡ଼ିଓ ଖୁବ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାର ଲାଗିଛି…
ସେ ଭିଡ଼ିଓ ରେ ଦେଖିବାକୁ ମିଳିଛି ପରି ସୁନ୍ଦର ଭାବରେ ଜନ ଗଣ ମନ ଜାତୀୟ ସଙ୍ଗୀତ ବୋଲୁଥିବାର ନଜର ଆସିଛି । ପରି ର ମା କହିବା ହିସାବରେ ପରି ଭଲ ପଢେ,ଗାଏ, ନାଚେ ଓ ଖେଳେ ମଧ୍ୟ ହେଲେ ଦୁନିଆ କଣ ଭଲସେ ଜାଣିବା ପୂର୍ବରୁ ଗୋଟିଏ ନିରୀହ ନିଷ୍ପାପ ଝିଅ କୁ ମାରିଦେଲେ…ପରି ଏହି ପୋଷ୍ଟ କୁ ସେୟାର କରିବାକୁ ସମସ୍ତିଙ୍କୁ ଅନୁରୋଧ….
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।