ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଓ ଦେଖିବା ପରି ର କେଉଁ ମାରିବା ପୂର୍ବର ଭିଡ଼ିଓ ଭାଇରଲ ହେଉଛି । ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ କିଛି ଜାଣିନେଵା….
ପରି 5 ବର୍ଷ ନିରୀହ ନିଷ୍ପାପ ଦୁନିଆ କୁ ଭଲସେ ଜାଣିନଥିବା ଝିଅ ଟିଏ ତାକୁ କିଡନାଫ କରି ତାକୁ ମାରି ଠିକ ୧୦ ଦିନ ପରେ ତାର ହାଡକୁ ନେଇ ନିଜ ଘର ବାଡ଼ିରେ ପକେଇଦେଲେ । ଏ ପରି ଅମାନୁଷିକ କାର୍ଯ୍ୟ କରୁଥିବା ଲୋକଙ୍କୁ ଉଚିତ ଶାସ୍ତି ଦେବା ପାଇଁ ସାରା ଦେଶରେ ଏବେ #justiceforpari ର ନାରା । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ପରି…
ସୁନ୍ଦର ଭାବରେ ଜନ ଗଣ ମନ ଜାତୀୟ ସଙ୍ଗୀତ ବୋଲୁଥିବାର ଦେଖିବାକୁ ମିଳିଛି । ପରି ର ମା କହିବା ହିସାବରେ ପରି ଭଲ ପଢେ,ଗାଏ, ନାଚେ ଓ ଖେଳେ ମଧ୍ୟ ହେଲେ ଦୁନିଆ କଣ ଭଲସେ ଜାଣିବା ପୂର୍ବରୁ ଗୋଟିଏ ନିରୀହ ନିଷ୍ପାପ ଝିଅ କୁ ମାରିଦେଲେ…ଯେଉଁ ମାନେ ଏହି ଖବର ପଢୁଛନ୍ତି ଦୟାକରି ପରି ଏହି ପୋଷ୍ଟ କୁ ସେୟାର କରିବାକୁ ସମସ୍ତିଙ୍କୁ ଅନୁରୋଧ….
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।