ଦେଖନ୍ତୁ ଭ୍ୟାଲେଣ୍ଟାଇନ ଡେ ରୂପମ ଏବଂ ତାରିଣୀ ଙ୍କ ରୋମାନ୍ସ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଭ୍ୟାଲେଣ୍ଟାଇନ ଡେ ସେଲିବ୍ରେସନ କରିଛନ୍ତି ରୂପମ ଏବଂ ତାରିଣୀ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତ ତାରା ତାରିଣୀ ଧାରାବାହିକ ବିଷୟରେ ଭଲ ଭାବେ ଜାଣିଥିବେ ତେବେ ଏହି ଟିଭି ସୋ ଟି ବର୍ତ୍ତମାନ ଓଡ଼ିଶାର ଦର୍ଶକ ମାନଙ୍କ ଅତ୍ୟଧିକ ହୃଦୟସ୍ପର୍ଶୀ । ଏହାର କାରଣ ଏଥିରେ ଆକ୍ଟିଙ୍ଗ କରୁଥିବା ଆକ୍ଟର ମାନଙ୍କ ପାଇଁ ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇ ପାରିଛି । ତେବେ ବର୍ତ୍ତମାନ ପ୍ରେମ ଦିବସ ଚାଲିଛି । ତେବେ ଏହାର ବହୁଳ ମାତ୍ରା ରେ ପ୍ରଭାବ ମଧ୍ୟ ସିରିଏଲ ଜଗତରେ ପଡିବ । 

 

ତେବେ ଆପଣ ମାନେ ଜାଣିଥିବେ ସିରିଏଲ ଜଗତରେ ସବୁବେଳେ ଋସେଣ୍ଟ ଟପିକ କୁ ନେଇ କାର୍ଯ୍ୟ କରା ଯାଇଥାଏ । ତେବେ ସେହିଭଳି ସିରିଏଲ ଜଗତରେ ମଧ୍ୟ ପ୍ରେମ ଦିବସ ର ଛାପ ପଡିଛି । ଯେଉଁଥିରେ ରୂପମ ଏବଂ ତାରିଣୀ ଙ୍କ ମଧ୍ୟରେ ଏକ ରୋମାନ୍ସ ସିନ ର ଶୁଟିଂ ଚାଲିଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *