ଦେଖନ୍ତୁ “ମାୟା” ଧାରାବାହିକ ରେ ଅଭିନୟ କରୁଥିବା ରୁଦ୍ରୀ କିଭଳି ଭାବେ ନିଜ ଭଉଣୀ ବାହାଘର ରେ ନିଜ ସାଙ୍ଗ ମାନଙ୍କ ସହ ନାଚିଲେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ମାୟା” ଧାରାବାହିକ ରେ ଅଭିନୟ କରୁଥିବା ରୁଦ୍ରୀ କିଭଳି ଭାବେ ନିଜ ଭଉଣୀ ବାହାଘର ରେ ନିଜ ସାଙ୍ଗ ମାନଙ୍କ ସହ ନାଚିଲେ ସେ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ତରଙ୍ଗ ରେ ରାତ୍ର ୭ ଘଟିକା ସମୟରେ ପ୍ରାସାରିତ ବହୁ ଚର୍ଚ୍ଚିତ ଧାରାବାହିକ  “ମାୟା” ରେ ଅଭିନୟ କରୁଥିବା ରୁଦ୍ରୀ ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ତାଙ୍କର ପ୍ରକୃତ ନାମ ହେଉଛି ଯସ୍ମୀନ ରଥ । ତେବେ ରୁଦ୍ରୀ ନିଜର ଆକ୍ଟିଙ୍ଗ ମାଧ୍ୟମରେ ବହୁ ଦର୍ଶକ ମାନଙ୍କ ମନ ଜିଣି ପାରିଛନ୍ତି । ତେବେ ସେ ଆକ୍ଟିଙ୍ଗ ଯେଭଳି କରନ୍ତି ମଡେଲିଙ୍ଗ ମଧ୍ୟ କରନ୍ତି । ତେବେ ଅଳ୍ପ ବୟସର ରୁଦ୍ରୀ ନିଜର ପାରିଶ୍ରମିକ ଏବଂ ପ୍ରଚେଷ୍ଟା ଫଳରେ ଆଜି ସଫଲତା ର ପାହାଚ ଚଢି ପାରିଛନ୍ତି। 

 

ତେବେ କିଛି ଦିନ ହେବ ରୁଦ୍ରୀ ଙ୍କ ର ଫୋଟୋ ଏବଂ ଭିଡ଼ିଓ କୁ ତାଙ୍କର ଫ୍ୟାନ ମାନେ ଭାଇରାଲ କରାଇବାରେ ଲାଗିଛନ୍ତି । ଯେଉଁଥିରେ ଯସ୍ମୀନ ନିଜ ଭଉଣୀ ବାହାଘର ରେ ନିଜ ସାଙ୍ଗ ମନଙ୍କ ସହ ଏବଂ ନିଜା ଭଉଣୀ ସହ ବହୁତ ମଜା ଥଟା କରୁଥିବା ସହ ଡ୍ୟାନ୍ସ କରୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *