ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମେଳା ବୁଲିଲେ ଏବଂ ସେଠାରୁ ସେ କଣ କିଣିଲେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ସମୟରେ ବର୍ଷା ଏବଂ ଅନୁଭବ ଙ୍କ ସମସ୍ତ ବୁଝାମଣା ର ଅନ୍ତଃ ହୋଇଯାଇଛି । ଜାହାକୁ ନେଇ ଓଲିଉଡ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭଵ ବହୁତ ଖୁସି ରହିବା ସହ ବିଭିନ୍ନ ସ୍ଥାନ କୁ ବୁଲିବାକୁ ଯାଉଛନ୍ତି । ତେବେ ଅନୁଭବ ମହାନ୍ତି ବର୍ତ୍ତମାନ ସମୟରେ ଦିଲ୍ଲୀ ରେ ହସ୍ତଶିଳ୍ପ ଉପରେ ପଡିଥିବା ଏକ ମେଳା ବୁଲିବାକୁ ଯାଇଥିଲେ । ତେବେ ଏହି ମେଳା ରେ ସେ ବୁଲିବା ସମୟ ରେ ଓଡ଼ିଶାର ହସ୍ତଶିଳ୍ପ ଉପରେ ଆଧାରିତ ଏକ ଷ୍ଟଲ ଉପରେ ତାଙ୍କର ଦୃଷ୍ଟି ପଡିଲା ।
ଯେଉଁଠାରେ ସେ ପିପିଲି ର ଚାନ୍ଦୁଆ ତଥା ବିଭିନ୍ନ ମନ ମୁଗ୍ଧ କର ହସ୍ତଶିଳ୍ପ ଆଦି ସବୁ ଥିଲା । ତେବେ ସେଠାରେ ସେ ଏହି ସବୁ ଜିନିଷ କୁ କିଣିବା ସହ ଜଗନ୍ନାଥ ଙ୍କ ଫୋଟୋ ଥିବା ଏକ ଚାନ୍ଦୁଆ ସେ ଘର ପାଇଁ କିଣି କରି ଆଣିବା ସହିତ ଏହି ସବୁ କାର୍ଯ୍ୟ କୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ସେୟାର କରିଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।