ଦେଖନ୍ତୁ ଯାତ୍ରା କୁଇନ ରାନୀ ପଣ୍ଡା ଙ୍କ ଜୀବନ ଶୈଳୀ । ସେ କିଭଳି ଭାବେ ନିଜ ଘରେ ଚଳନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଯାତ୍ରା କୁଇନ ରାନୀ ପଣ୍ଡା ଙ୍କ ଜୀବନ ଶୈଳୀ  ବିଷୟ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଯାତ୍ରା କୁଇନ ରାନୀ ପଣ୍ଡା ଙ୍କୁ ତ ଆପଣ ମାନେ ଜାଣିଥିବେ । ସେ କେବଳ ଯାତ୍ରା ଜଗତ ରେ ତାଙ୍କର ବୋଲ୍ଡ ଅନ୍ଦାଜ ପାଇଁ ନୁହଁ ନିଜର  ସରଳ ମାନସିକତା ,ତଥା ପର ଉପକାରୀତା ଗୁଣ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ । ସେ ସବୁବେଳେ ଅନ୍ୟ ର ଦୁଃଖ ସମୟ ରେ ସର୍ଵ ପ୍ରଥମେ ଛିଡା ହୋଇପଡନ୍ତି । 

 

ତେବେ କେବେ କଣ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି ସେ କିଭଳି ଭାବେ ଜୀବନ ଅତିବାହିତ କରନ୍ତି । ତାଙ୍କର ଜୀବନ ଶୈଳୀ କେତେ ଉଚ୍ଚ କୋଟିର କି ସାମାନ୍ୟ । ତେବେ ଆସନ୍ତୁ ଜାଣିବା ଜାଣିବା ରାନୀ ପଣ୍ଡା ଙ୍କ ଜୀବନ ଶୈଳୀ ସମ୍ପର୍କ ରେ । 

 

ତେବେ ରାନୀ ପଣ୍ଡା ଭୁବନେଶ୍ବର  ଏକ କୋଠାଘରେ ଏକୁଟିଆ ସାମାନ୍ୟ ଭାବେ ରୁହନ୍ତି । ତେବେ  ସେ ଅତି ସାମାନ୍ୟ ସ୍ୱଭାବ ର । ସେ କଂସା ବାସନ ରେ ଖାଦ୍ୟ ଖାଇବା ସହ ରୋଷେଇ କରିବାକୁ ଭଲ ପାଆନ୍ତି । ସେ ଅତି ସାଧାରଣ ଭାବେ ରହିବାକୁ ପସନ୍ଦ କରିବା ସହ ଭାରି ଠାକୁର ଙ୍କୁ ବିଶ୍ୱାସ କରନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *