ଦେଖନ୍ତୁ ରଚନା ବାନାର୍ଜୀ କିଭଳି ଭାବେ ଚିଲିକା ର ମନୋରମ ଦୃଶ୍ୟ ଉପଭୋଗ କରୁଛନ୍ତି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ରଚନା ବାନାର୍ଜୀ ଚିଲିକା ର ମନୋରମ ଦୃଶ୍ୟ କୁ ଉପଭୋଗ କରୁଛନ୍ତି  ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ରଚନା ବାନାର୍ଜୀ ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ ଓଡିଶା ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ତାଙ୍କ ଯୋଡି ବହୁତ ସମୟ ଧରି ହିଟ ହୋଇଥିଲା । ତେବେ ରଚନା କେବଳ ଓଡିଶା ନୁହେଁ ତାମିଲ,ତେଲୁଗୁ , କନ୍ନଡ଼ ଏବଂ ହିନ୍ଦୀ ଚଳଚିତ୍ର ରେ ମଧ୍ୟ ନିଜର ଅସିମ ଅଭିନୟ ଦର୍ଶକ ମାନଙ୍କୁ ଦେଖାଇଛନ୍ତି । ତେବେ ଏହା ସହ ସେ ଭାରତ ର  ୫ ଟି ସୋନ୍ଦର୍ଯ୍ୟ ସୋ ରେ ବିଜେତା ମଧ୍ୟ ହୋଇଛନ୍ତି।

 

 ଏହା ସହ ସେ ବର୍ତ୍ତମାନ ସମୟରେ ଧୀରେ ଧୀରେ ଓଡିଶା ମୁହାଁ ହେଲେଣି । କାରଣ ତାଙ୍କ ସମସ୍ତ କାର୍ଯ୍ୟ ବର୍ତ୍ତମାନ ଓଡିଶା ରେ ହେଉଛି । ତେବେ ସେ କିଛି ଦିନ ତଳେ ଚିଲିକା ର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଚିଲିକା ରେ ଥିଲେ । ତେବେ ଚିଲିକା ର ଦୃଶ୍ୟ ଉପଭୋଗ କରିବା ଏହାର ଭିଡ଼ିଓ ଏବଂ ଫଟୋ ଗୁଡିକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଛାଡି ଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ  ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *