ଦେଖନ୍ତୁ ରାତି ଅଧରେ ନିଜ ସ୍ତ୍ରୀ ଙ୍କ ସହ କିଭଳି ମ୍ୟାରେଜ ଆନିଭରର୍ସରି ପାଳନ କରିଛନ୍ତି ଅମ୍ଳାନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଅମ୍ଳାନ ନିଜ ସ୍ତ୍ରୀ ଙ୍କ ସହ ରାତି ଅଧରେ ପାଳନ କରିଛନ୍ତି ନିଜର ପ୍ରଥମ ମ୍ୟାରେଜ ଆନିଭରସରି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଅମ୍ଳାନ ଗତ ବର୍ଷ ଆଜିର ଦିନରେ ଭୂମିକା ଙ୍କୁ ବିବାହ କରିଥିଲେ । ତେବେ ସେ ନିଜ ପତ୍ନୀ ଙ୍କୁ ସବୁଠାରୁ ଅଧିକ ଭଲ ଭଲ ପାଉଥିବା ବେଳେ । ତାଙ୍କର ପ୍ରଥମ ମ୍ୟାରେଜ ଆଣିଭର୍ସରି କୁ ବହୁତ ଧୁମ ଧାମ ରେ ପାଳନ କରିଛନ୍ତି । ତେବେ ସେ ରାତି ଅଧରେ ନିଜ ପତ୍ନୀଙ୍କୁ ସରପ୍ରାଇଜ ଦେବା ସହ କେକ କାଟିଥିଲେ ଦିନ ସାରା ନିଜ ପତ୍ନୀ ଙ୍କୁ ବୁଲାଇ ନେବା ସହ । 

 

ବାପା ମିହିର ଦାସ ଙ୍କ ସହ ମନ୍ଦିର ଯିବା ସହ ଦିନ ଟି କୁ ବହୁତ ଉପଭୋଗ କରିଛନ୍ତି । ତେବେ ତାଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି ‘ଗୁପଚୁପ’ ।ଯାହାର ଶୁଟିଂ ମଧ୍ୟ ସରି ଯାଇଥିବା ବେଳେ ଏହି ଭିତରେ ଫିଲ୍ମ ରିଲିଜ ହେବାର ସମ୍ଭାବନା ଅଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *