ଦେଖନ୍ତୁ ଲିପି ମହାପାତ୍ର କେଉଁଭଳି ଭାବେ ସରସ୍ୱତୀ ପୂଜା ପାଳନ କରିଛନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ହିରୋଇନ ଲିପି ମହାପାତ୍ର କିଭଳି ଭାବେ ସରସ୍ୱତୀ ପୂଜା ପାଳନ କଲେ ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଲିପି ମହାପାତ୍ର ଜଣେ ଭାରତୀୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ।  ଲିପି ମହାପାତ୍ର ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର “ଆଲବମ୍ କୁଇନ୍” କାରଣ ସେ ଓଲିଉଡ୍ ମନୋରଞ୍ଜନ ଇତିହାସରେ 3000 ରୁ ଅଧିକ ଓଡିଆ ଆଲବମ୍ ଭିଡିଓ ଦେଇଛନ୍ତି । ଲିପି ଙ୍କର ପ୍ରଥମ ଓଡିଆ ଆଲବମ୍ ଗୀତ ହେଉଛି “ମୁ ବିନା ଘୁଙ୍ଗୁର ରେ ନାଚିବି” ଏବଂ ‘ଯାଇଫୁଲ’ ହେଉଛି ଓଡିଆ ଅଭିନେତା ପୁପିନ୍ଦରଙ୍କ ବିପକ୍ଷରେ ତାଙ୍କର ସର୍ବୋତ୍ତମ ହିଟ୍ ଆଲବମ୍ | 

 

“ଓମ୍ ଶାନ୍ତି ଓମ୍” ଜଣେ ମହିଳା ନାୟକ ଭାବରେ ଲିପିଙ୍କର ପ୍ରଥମ ଚଳଚ୍ଚିତ୍ର କରିଥିଲେ । ତେବେ ଲିପି ବର୍ତ୍ତମାନ ଓଡ଼ିଆ ର ତରଙ୍ଗ ରେ ପ୍ରସାରିତ ହେଉଥିବା ଧାରାବାହିକ ତାରା ତାରିଣୀ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି । ତେବେ ଗତ କାଲି ତାଙ୍କର କିଛି ଫଟୋ ସୋସିଆଲ ମଡିଆ ରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସରସ୍ୱତୀ ପୂଜା କୁ ପୁରା ଧୁମ ଧାମ ରେ ପାଳନ କରିବା ସହ ମା ଙ୍କ ଆଶ୍ରିବାଦ ମଧ୍ୟ ନେଇଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *