ଦେଖନ୍ତୁ ଲିପି ମହାପାତ୍ର ଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଓଲିଉଡ ହିରୋଇନ ଲିପି ମହାପାତ୍ର ଙ୍କ ଏକ ଦମଦାର ଡ୍ୟାନ୍ସ ର ଭିଡ଼ିଓ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଲିପି ମହାପାତ୍ର ଜଣେ ଭାରତୀୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ।  ଲିପି ମହାପାତ୍ର ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର “ଆଲବମ୍ କୁଇନ୍” କାରଣ ସେ ଓଲିଉଡ୍ ମନୋରଞ୍ଜନ ଇତିହାସରେ 3000 ରୁ ଅଧିକ ଓଡିଆ ଆଲବମ୍ ଭିଡିଓ ଦେଇଛନ୍ତି । ଲିପି ଙ୍କର ପ୍ରଥମ ଓଡିଆ ଆଲବମ୍ ଗୀତ ହେଉଛି “ମୁ ବିନା ଘୁଙ୍ଗୁରା ରେ ନାଚିବି” ଏବଂ ଯାଇଫୁଲ ହେଉଛି ଓଡିଆ ଅଭିନେତା ପୁପିନ୍ଦରଙ୍କ ବିପକ୍ଷରେ ତାଙ୍କର ସର୍ବୋତ୍ତମ ହିଟ୍ ଆଲବମ୍ | 

 

ତେବେ  ଲିପି ମହାପାତ୍ର ନିଜ ସାଙ୍ଗ ମାନଙ୍କ ସହ ବହୁତ ମଜା ମସ୍ତି କରିବା ପାଇଁ ଭଲ ପାଆନ୍ତି । ତେବେ ସେମାନେ ନିଜ ସାଙ୍ଗ ମାନଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ତେବେ  ଲିପି ମହାପାତ୍ର ବର୍ତ୍ତମାନ ସମୟରେ ତାରା ତାରିଣୀ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି । ତେବେ ଯଦି ଆପଣଙ୍କୁ  ଲିପି ମହାପାତ୍ର ଙ୍କ ଆକ୍ଟିଙ୍ଗ ଭଲ ଲାଗୁଥାଏ ତେବେ କମେଣ୍ଟ କରି ଜଣାଇବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *